Saturday , May 28 2022
Breaking News
Home / ସ୍ୱାସ୍ଥ୍ୟ / ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆରମ୍ଭହେଲା କୋଭିଡ଼ ଟୀକାକରଣ ପ୍ରକ୍ରିୟା

ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆରମ୍ଭହେଲା କୋଭିଡ଼ ଟୀକାକରଣ ପ୍ରକ୍ରିୟା

ସାଲେପୁର,୧୬/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ସାରାଦେଶ ରେ  କୋଭିଡ଼ ଟୀକା କରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସାଲେପୁର ଠାରେ ଥିବା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆରମ୍ଭ ହେଲା କୋଭିଡ଼ ଟୀକା କରଣ ପ୍ରକ୍ରିୟା  । ଏଥି ନିମନ୍ତେ ସମସ୍ତ  ସ୍ବାସ୍ଥ୍ୟ କର୍ମୀ ଅଙ୍ଗନୱାଡି ଏବଂ ସଫେଇ କର୍ମଚାରୀ ମାନଙ୍କୁ ଏହି ଟୀକା ଦିଆଯାଇଥିଲା ।ସଫେଇ କର୍ମଚାରି କାହ୍ନୁ ନାୟକ ଙ୍କୁ ପ୍ରଥମେ ଏହି ଟୀକା ଦିଆ ଯାଇଛି। ଓଡିଶା ସମାଚାର

About admin

Check Also

ମାତ୍ର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମାତ୍ର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *