Sunday , May 22 2022
Breaking News
Home / ବିଶେଷ / କେନ୍ଦ୍ରାପଡା ନଗର ଶ୍ରୀରାମ ବସତି ପକ୍ଷରୁ ନିଧି ସଂଗ୍ରହ ଅଭିଯାନ ଆରମ୍ଭ

କେନ୍ଦ୍ରାପଡା ନଗର ଶ୍ରୀରାମ ବସତି ପକ୍ଷରୁ ନିଧି ସଂଗ୍ରହ ଅଭିଯାନ ଆରମ୍ଭ

କେନ୍ଦ୍ରାପଡା, ୧୬/୦୧/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ନଗର ଶ୍ରୀରାମ ବସତି ପକ୍ଷରୁ  କଜଳାସ୍ଥିତ ବାବା  ବିଲେଶ୍ୱରଙ୍କ ମନ୍ଦିରରୁ ନିଧି ସଂଗ୍ରହ ଅଭିଯାନ ଆଜି ଆରମ୍ଭ ହୋଇଛି । ଦିଲ୍ଲିପ କୁମାର ଦାଶଙ୍କ ନେତୃତ୍ୱରେ ଆସନ୍ତା ଶନିବାର ଠାରୁ ପ୍ରଭାତ ମହାନ୍ତି, ସିଦ୍ଧାର୍ଥ ସିଂ, ପ୍ରଦୀପ ନାୟକ, ସରୋଜ ମିଶ୍ର, ଜୀତେନ୍ଦ୍ର ମହାନ୍ତି, ନିହାର ରଞ୍ଜନ ମହାନ୍ତି, ପ୍ରମୋଦ ପୃଷ୍ଟି, ଗୈାତମ ପୃଷ୍ଟି, କୈଳାସ ମହାରଣା, ସୈାମେନ୍ଦ୍ର ମହାନ୍ତି ପ୍ରମୁଖ କେନ୍ଦ୍ରାପଡା ପୈାରାଂଚଳର ଘରକୁ ଘର ବୁଲି ନିଧି ସଂଗ୍ରହ ଆରମ୍ଭ କରିଛନ୍ତି ।   ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *