ନିରାକାରପୁର,୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବଡପୋଖରିଆ ପଂଚାୟତ ବୋଡଙ୍ଗରା ପାଟଣା ଠାରେ ଥିବା ବୋଡଙ୍ଗରା ପ୍ରାଥମିକ ବିଦ୍ୟାଳୟରେ ସୋମବାର ଦିନ ପୋଷାକ ବିତରଣ ଉତସ୍ବ ଅନୁଷ୍ଟିତ ହୋଇଯାଇଛି । ଏହି ଉତ୍ସବରେ ଟାଙ୍ଗି ବ୍ଲକ୍ ସହଶିକ୍ଷାଧିକାରୀ ଅବଦୁତ ଚମ୍ପତି,ସିଆର ସି ସି ବିଜୟାନନ୍ଦ ସାହୁ,ସ୍ଥାନୀୟ ସରପଂଚ ସାଗର ବଳିଆରସିଂହ, ସମିତି ସଭ୍ୟ ସୁରେଶ ଚନ୍ଦ୍ର ବେହେରା, ଓାର୍ଡ ସଭ୍ୟ ଚଇତନ ମହାପାତ୍ର,ଏସ୍ ଏମ ସିର ସଭାପତି ପାଣ୍ଡବ ପ୍ରଧାନ, ଅନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାପାତ୍ର, ଅଭିଭାବକ ମାନେ ଉପସଯତିତ ରହି କୋଭିଡି ନିୟମ ପାଳନ କରି ସାମାଜିକ ଦୂରତା ରକ୍ଷାକରି ୧୦୨ ଛାତ୍ର,ଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଥିଲା । ଓଡ଼ିଶା ସମାଚାର