Friday , May 20 2022
Home / ବିଶେଷ / ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମରେ ବନ୍ଧୁ ମିଳନ 

ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମରେ ବନ୍ଧୁ ମିଳନ 

କେନ୍ଦ୍ରାପଡା, ୧୧/୦୧/୨୦୨୧ (ଓଡ଼ିଶା ସମାଚାର)- ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମରେ ବିଜୟ ଅଗ୍ରଓା୍ୱଲାଙ୍କ ଆହ୍ୱାନକ୍ରମେ ଏକ ବନ୍ଧୁମିଳନ ଉତ୍ସବ ଆୟୋଜିତ ହୋଇଥିଲା । ପୁରାତନ ବନ୍ଧୁ ସଂଜୟ କୁମାର ସାହୁ (ଡନ୍) ଓ ବିଶିଷ୍ଟ ବ୍ୟବସାୟୀ ରୋହିତ ଦାସଙ୍କ ବିୟୋଗରେ ଅଧ୍ୟାପକ ଅଜୟ ସାମଲ ଶୋକପ୍ରସ୍ତାବ ଆଗତ କରିଥିଲେ । ଦେହାନ୍ତ ହୋଇଥିବା ପୁରାତନ ବନ୍ଧୁମାନଙ୍କ ଉଦ୍ଧେଶ୍ୟରେ ବଳରାମ ନାୟକ, ରବିନ୍ଦ୍ର ପଣ୍ଡା, ରବିନ୍ଦ୍ରନାଥ  ରଥ, ନିତ୍ୟାନନ୍ଦ ସେଠୀ, ପରମାନନ୍ଦ ସେଠୀ, ଦୈତାରୀ ସାହୁ, କେଶବ ସାହୁ, ପ୍ରଦୀପ୍ତ ଦାସ, ଗୈାରାଙ୍ଗ ଚରଣ ସାହୁ ପ୍ରମୁଖ  ମତ ରଖିଥିଲେ । ପ୍ରତିବର୍ଷ ଭଳି ଏ ବର୍ଷ କୋଭିଡ୍ ଯୋଗୁ ବାହାରେ ବନ୍ଧୁମିଳନ ସମ୍ଭବପର ନ ହେବାରୁ କେନ୍ଦ୍ରାପଡାର ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମରେ କେତେକ ପରିବାରଙ୍କ ସହ ବନ୍ଧୁମିଳନ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଆଦର୍ଶ ଶିକ୍ଷକ ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି

ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ …

Leave a Reply

Your email address will not be published. Required fields are marked *