Wednesday , March 29 2023
Home / ବିଶେଷ / ପ୍ରତାପ ଜେନାଙ୍କ ବିରୁଦ୍ଧରେ ମିଥ୍ୟା ଆରୋପକୁ  ଆଂଚଳିକ ବିକାଶ ପରିଷଦ ପକ୍ଷରୁ ନିନ୍ଦା 

ପ୍ରତାପ ଜେନାଙ୍କ ବିରୁଦ୍ଧରେ ମିଥ୍ୟା ଆରୋପକୁ  ଆଂଚଳିକ ବିକାଶ ପରିଷଦ ପକ୍ଷରୁ ନିନ୍ଦା 

ତାରପୁର, ୧୧/୦୧/୨୦୨୧ (ଓଡ଼ିଶା ସମାଚାର)- ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ବିଜେପିର ମିଥ୍ୟା ଆରୋପ ଓ କୁଶପୁତଳିକା ଦାହକୁ ରଘୁନାଥପୁର ଆଂଚଳିକ ବିକାଶ ପରିଷଦ ପକ୍ଷରୁ ତିବ୍ର ନିନ୍ଦା କରାଯାଇଛି । ଏଥି ଉପଲକ୍ଷେ ସ୍ଥାନୀୟ ଜଗନ୍ନାଥ ପୁର ବଜାରରୁ ଏକ ବିଶାଳ ରାଲିରେ ଆଂଚଳିକ ବିକାଶ ପରିଷଦର ସଦସ୍ୟ ମାନେ ବିଜେପି ବିରୁଦ୍ଧରେ ନାରାବାଜୀ କରି ବିଜୁ ପଟ୍ଟାନାୟକ ଛକ ନିକଟରେ ପ୍ରତିବାଦ ସଭା କରିଥିଲେ । ଏହି ପ୍ରତିବାଦ ସଭାରେ ରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିକାଶ ପରିଷଦର ଆଇନଯିବୀ ପ୍ରତାପ ମହାପାତ୍ର, କେଳୁ ସେଠୀ, ସଞ୍ଜୟ ବିଶ୍ୱାଳ, ପ୍ରତାପ ରାଉତ, ଅମର ପ୍ରଶାଦ ରାୟ, ବିଜୟ ସ୍ୱାଇଁ, ପଂଚୁ ଦାସ, ପ୍ରମୋଦ ସ୍ୱାଇଁ, ଆଇନ ଯିବୀ ଅନିଲ ଖଟୁଆ, ଦିଲ୍ଲିପ କୁମାର ଜେନା, ବିଏନ ଅର୍ପଣ, ମାନସ ମହାପାତ୍ର, ରବିନ୍ଦ୍ର ନାଥ ବିଶ୍ୱାଳ, ମାନସ ଦାସ. ଅନ୍ତର୍ଯ୍ୟାମୀ ସାମଲ, ସରୋଜ କୁମାର ସାହୁ, ମନୋଜ କୁମାର ସେଠୀ, ମନ ସ୍ୱାଇଁ,ପରମାନନ୍ଦ ସ୍ୱାଇଁ,ଜାନକୀ ବଲଭ ସ୍ୱାଇଁ, ବିନୋଦ ମଲିକ,ଚନ୍ଦ୍ରଶେଖର ସିଂ କେଦାର ସାହୁ, ସୁଧାକର ବିଶ୍ୱାଳ, ଦିଲ୍ଲିପ କୁମାର ଜେନା, ଶ୍ୁଭ୍ରାନ୍ତ ସ୍ୱାଇଁ, ପ୍ରମୋଦ କୁମାର ଜେନା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସୂର୍ଯ୍ୟନାରାୟଣ ନାୟକ, ସରୋଜ କୁମାର ଦାସ, ତାରାକାନ୍ତ ଜେନା, କୁଷ୍ଣ ଚନ୍ଦ୍ର ଜେନା, ସୁକାନ୍ତ ମାଦେଳି,  କୃତିବାସ ମାହାପାତ୍ର, ନିହାରରଞ୍ଜନ ରାଉତରାୟ, ଶିବରାମ ସାହୁ, ଡମ୍ବରୁ ବେହେରା ପ୍ରମୁଖ ଶତାଧିକ ବ୍ୟକ୍ତି  ଯୋଗଦେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ବିଜେପି ପକ୍ଷରୁ କରାଯାଉଥିବା ମିଥ୍ୟା ଆରୋପ ଓ କୁଶପୁତଳିକା ଦାହକୁ ତିବ୍ର ନିନ୍ଦା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.