Wednesday , January 26 2022
Breaking News
Home / ବିଶେଷ / ସମାଜସେବୀ ନିରଞ୍ଜନ ଦାସଙ୍କ ବିୟୋଗ 

ସମାଜସେବୀ ନିରଞ୍ଜନ ଦାସଙ୍କ ବିୟୋଗ 

କେନ୍ଦ୍ରାପଡା, ୦୭/୦୧/୨୦୨୧ (ଓଡ଼ିଶା ସମାଚାର)- ସମାଜ ସେବୀ  ନିରଞ୍ଜନ ଦାସ ୭୦ବର୍ଷ ବୟସରେ ଦଲୁଆଣିି ଗ୍ରାମସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି ।  ସେ  ଜଣେ ପରୋକକାରି ବନ୍ଧୁବତ୍ସଳ, ଆମାୟିକ ଓ ଧର୍ମପ୍ରାଣା  ବ୍ୟକ୍ତି ଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଚଂଳରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ବିୟୋଗ ଖବର ପାଇ ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ବାସଭବନରେ ପହଁଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।  ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ୨ ପୁଅ  ପ୍ରଦୀପ ଦାସ, ଆଲୋକ ଦାସ,  ୨ଝିଅ ଓ ଭଣଜା ଆଇନଜୀବୀ ଅରୁଣ ପ୍ରସାଦ ଦାସଙ୍କ ସମେତ  ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *