Tuesday , October 26 2021
Breaking News
Home / ସ୍ୱାସ୍ଥ୍ୟ / ୨୩୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

୨୩୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର, ୦୬/୦୧/୨୦୨୧ (ଓଡ଼ିଶା ସମାଚାର)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୨୩୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି । ୨୩୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୩୧ଜଣ, ଅନୁଗୁଳରୁ ୩୦ଜଣ,ବଲାଙ୍ଗୀରରୁ ୧୭ଜଣ, ଖୋର୍ଧାରୁ ୧୭ଜଣ, ମୟୂରଭଞ୍ଜରୁ ୧୪ଜଣ, ବାଲେଶ୍ବରରୁ ୧୩ଜଣ, ସମ୍ବଲପୁରରୁ ୧୩ଜଣ, କଟକରୁ ୧୨ଜଣ, ଯାଜପୁରରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୧୨ଜଣ, ନୂଆପଡ଼ାରୁ ୧୦ଜଣ, ଝାରସୁଗୁଡ଼ାରୁ ୯ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ କେନ୍ଦୁଝରରୁ ୬ଜଣ, ଦେବଗଡ଼ରୁ ୪ଜଣ, ଗଞ୍ଜାମରୁ ୩ଜଣ, କଳାହାଣ୍ଡିରୁ ୨ଜଣ, ଭଦ୍ରକରୁ ଜଣେ, ନୟାଗଡ଼ରୁ ଜଣେ, ରାୟଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ କରୋନା ସୁସ୍ଥ ସଂଖ୍ୟା ୩୨୭୦୦୮ କୁ ବୃଦ୍ଧି ପାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୬୭ କରୋନା ସଂକ୍ରମିତ ଚିହ୍ନଟ – ୮୬ ଜଣ ଶିଶୁ ଆକ୍ରାନ୍ତ – ୩ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୨/୧୦/୨୦୨୧(ଓଡ଼ିଶା ସମାଚାର/ସସ୍ମିତା ନାୟକ)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଚିହ୍ନଟ …

Leave a Reply

Your email address will not be published. Required fields are marked *