ପାଟକୁରା, ୦୬/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନୂଆପଡ଼ା ବଜାରରେ ଦୀର୍ଘ ବର୍ଷରୁ ଗ୍ରୋଦରୀ ଦୋକାନ କରିଥିବା ନୀରଂଜନ ଦାସ(୬୫) ଆଜି ସାଢ଼େ ୯ ଟା ରେ ହୃଦାଘାତରେ ପରଲୋକ ଘଟିଛି । ବଜାର ଆରମ୍ଭ ରୁ ନୀରଂଜନ ଗୋସରୀ ଦୋକାନ କରିଥିଲେ । ନୀରଂଜନ ଙ୍କ ଘର ନିକଟସ୍ଥ ଦଳୁଆରି ଗ୍ରାମରେ । ତାଙ୍କର ୨ ପୁଅ ଓ ୧ ଝିଅ ଅଛନ୍ତି । ନୀରଂଜନ ଙ୍କ ବିୟୋଗରେ ବଜାରରେ ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର