Monday , October 18 2021
Breaking News
Home / ତାଜା ଖବର / ବିମାନ ବନ୍ଦରରେ ଜଣେ ଯାତ୍ରୀଙ୍କ ନିକଟରୁ ବନ୍ଧୁକ ଜବତ

ବିମାନ ବନ୍ଦରରେ ଜଣେ ଯାତ୍ରୀଙ୍କ ନିକଟରୁ ବନ୍ଧୁକ ଜବତ

ଭୁବନେଶ୍ୱର, ୦୬/୦୧/୨୦୨୧ (ଓଡ଼ିଶା ସମାଚାର)- ଭୁବନେଶ୍ୱର ବିମାନ ବନ୍ଦରରୁ ଜଣେ ଯାତ୍ରୀଙ୍କ ନିକଟରୁ ଏକ ବନ୍ଧୁକ ଜବତ ହୋଇଛି । ପୁରୀ କୃଷ୍ଣପ୍ରସାଦ ଅଂଚଳର ରାମଚନ୍ଦ୍ର ଜେନା ନାମକ ଜଣେ ୨୧ ବର୍ଷିୟ ଯୁବକ ବେଙ୍ଗାଲୁରୁ ଯିବାକୁ ଯିବାକୁ ଥିବାବେଳେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଯାଂଚ ସମୟରେ ତାଙ୍କ ଲଗେଜ ରୁ ଏକ ବନ୍ଧୁକ ମିଳିଥିଲା । ଯାତ୍ରୀଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି । ଜବତ ବନ୍ଧୁକର କାଗଜପତ୍ର ନଥିବା ଜଣାଯାଇଛି । ସେ କାହିଁକି ସାଙ୍ଗରେ ବନ୍ଧୁକ ନେଇ ବେଙ୍ଗାଲୁରୁ ଯାଉଥିଲେ , ସେ ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି । ଓଡ଼ିଶା ସମାଚାର

About admin

Check Also

ଦୁଇ ବନ୍ଧୁକ ବେପାରୀ ଗିରଫ – ୨ ଟି ଦେଶୀ ବନ୍ଧୁକ, ୨ଟି ଗୁଳି, ଗୋଟିଏ ମାଗାଜିନ୍ ଜବତ

କଟକ ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ବନ୍ଧୁକ ବିକ୍ରି ପାଇଁ ଗ୍ରାହକ ଖୋଜୁଥିବା ବେଳେ ମାଲଗୋଦାମ ଥାନା ପୋଲିସ ହାତରେ ଧରା ପଡିଛନ୍ତି …

Leave a Reply

Your email address will not be published. Required fields are marked *