Friday , October 22 2021
Home / ତାଜା ଖବର / ଗୁଳିମାଡ ରେ ବୃଦ୍ଧ ଆହତ – ଅଭିଯୁକ୍ତ ଗିରଫ

ଗୁଳିମାଡ ରେ ବୃଦ୍ଧ ଆହତ – ଅଭିଯୁକ୍ତ ଗିରଫ

ଜଗତସିଂହପୁର ୦୫/୦୧/୨୦୨୧ (ଓଡ଼ିଶା ସମାଚାର)- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଗତସିଂହପୁର ଜିଲ୍ଲା ସଦର ଥାନା ପଳାଷୋଳ ଗାଁରେ ଗୁଳିମାଡ ହୋଇଛି । ଗୁଳିମାଡ ରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି । ଆହତ ବୃଦ୍ଧ ପଳାଷୋଳ ଅଞ୍ଚଳର ଅଶୋକ ବିଶ୍ବାଳ ବୋଲି ଜଣାପଡିଛି । ତାଙ୍କୁ ଚିକିତ୍ସା ପାଇଁ ଜଗତସିଂହପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁଳିମାଡ କରିଥିବା ଅଭିଯୁକ୍ତ ପଳାଷୋଳ ଗାଁର ସତ୍ୟ ମହାନ୍ତି  ବୋଲି ସୂଚନା ମିଳିଛି । ଅଭିଯୁକ୍ତକୁ ପୋଲିସ ଗିରଫ କରି ତା  ନିକଟରୁ ଏକ ବନ୍ଧୁକ ଜବତ କରିଛି   । ଘଟଣାର   ତଦନ୍ତ ଜାରି ରହିଛି । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *