Monday , October 18 2021
Breaking News
Home / ରାଜନୀତି / ମାହାଙ୍ଗା ବ୍ଲକ ରେ ବଜେପି ପକ୍ଷରୁ ବିକ୍ଷୋଭ

ମାହାଙ୍ଗା ବ୍ଲକ ରେ ବଜେପି ପକ୍ଷରୁ ବିକ୍ଷୋଭ

ମାହାଙ୍ଗା, ୦୪/୦୧/୨୦୨୧ (ଓଡିଶା ସମାଚାର/ଅଭୟ ଜେନା):ଗତ ଶନିବାର ସନ୍ଧ୍ୟାରେ ହୋଇଥିଲା ଡବଲ ମର୍ଡର ରେ ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ଘରକୁ ଫେରିବା ବାଟରେ କିଛି ଦୁର୍ବୁତ୍ତ ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ତାଙ୍କୁ ନ୍ୟାୟ ଦେବା ପାଇଁ ବଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି । ଏଥି ସହିତ ମନ୍ତ୍ରୀ ପ୍ରତାପ ଜେନାଙ୍କ ମନ୍ତ୍ରୀ ମଣ୍ଡଳ ରୁ ଇସ୍ତଫା ଓ ଦଳରୁ ବହିଷ୍କାର ଓ ଗିରଫ ଦାବି କରିଛନ୍ତି । ଶେଷରେ ମନ୍ତ୍ରୀଙ୍କ କୁଶପୁଳିକା ଦାହ ମଧ୍ୟ କରାଯାଇଥିଲା। ବରିଷ୍ଠ ବିଜେପି ନେତା ପୂର୍ଣଚନ୍ଦ୍ର ମହାପାତ୍ର, ଓ ମହିଳା ସଭାନେତ୍ରୀ ଯାଜ୍ଞସେନି ଜେନା ଓ ବଜେପି ର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଓଡିଶା ସମାଚାର

About admin

Check Also

ଯୁବ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ଭାରତର ଜନପ୍ରିୟ ମୁଖ୍ୟମନ୍ତ୍ରୀ ତଥା ସାଢେ ୪କୋଟି ଓଡିଆଙ୍କ ହୃଦୟର ସ୍ପନ୍ଦନ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ …

Leave a Reply

Your email address will not be published. Required fields are marked *