Friday , September 22 2023
Breaking News
Home / ବିଶେଷ / ୨୪ଘଂଟା ମଧ୍ୟରେ ଦୁଇ ସମାଜସେବୀଙ୍କ ପରଲୋକ

୨୪ଘଂଟା ମଧ୍ୟରେ ଦୁଇ ସମାଜସେବୀଙ୍କ ପରଲୋକ

କେନ୍ଦ୍ରାପଡା, ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- ଗତ ୨୪ଘଂଟା ମଧ୍ୟରେ କେନ୍ଦ୍ରାପଡା ସହରରେ ୨ସମାଜସେବୀଙ୍କ ପରଲୋକ ହୋଇଯାଇଛି । ଗତ ବୁଧବାର ଅପରାହ୍ନ ପ୍ରାୟ ୨ଟା ସମୟରେ ରସୁଲାବାଦର ସେକ ଜାତୋବର ହୁସେନଙ୍କର ୮୦ବର୍ଷ ବୟସରେ ହୃତଘାତରେ ପରଲୋକ ହୋଇଯାଇଥିବା ବେଳେ ଗତ ଗୁରୁବାର ୯ଟା ରେ ରଣପଡାର ସେକ ଅଜିମୁଦ୍ଧିନଙ୍କର ୬୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ଉଭୟଙ୍କୁ ଜନାଜା ପାଠ କରାଯାଇ କବର ଦିଆଯାଇଥିବା ଜଣାପଡିଛି । ଉଭୟ ବ୍ୟକ୍ତି ସମାଜସେବୀ, ପରୋପକାରୀ ଓ ମେଳାପି ଭାବେ ସ୍ଥାନୀୟ ଅଚଂଳରେ ପରିଚିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *