Tuesday , September 27 2022
Breaking News
Home / ବିଶେଷ / ସମାଜସେବୀ ପ୍ରେମାଞ୍ଜନ ସେନାପତିଙ୍କ ମୃତୁ୍ୟ

ସମାଜସେବୀ ପ୍ରେମାଞ୍ଜନ ସେନାପତିଙ୍କ ମୃତୁ୍ୟ

କେନ୍ଦ୍ରାପଡା, ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ଦୁତିଆଳ ଗ୍ରାମର ସମାଜସେବୀ ପ୍ରେମାଞ୍ଜନ ସେନାପତିଙ୍କ ୭୫ବର୍ଷ ବୟସରେ ଆଜି ସନ୍ଧ୍ୟାରେ ମୃତୁ୍ୟ ହୋଇଯାଇଛି  । ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ସରପଂଚ ପୁଷ୍ପଲତା ସେନାପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଦୁତିଆଳସ୍ଥିତ ବାସଭବନରେ ପହଁଚି ତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ଖେଳି ଯାଇଛି । ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.