Sunday , January 23 2022
Breaking News
Home / ବିଶେଷ / ବେହୁଳ ଯୁବ ପରିଷଦ ର ବନ୍ଧୁ ମିଳନ 

ବେହୁଳ ଯୁବ ପରିଷଦ ର ବନ୍ଧୁ ମିଳନ 

ଗରଦପୁର, ୦୨/୦୧/୨୦୨୧ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତିକନପୁର ପଂଚାୟତର ବେହୁଳ ଗ୍ରାମରେ ଥିବା ଏକତ୍ରୀକରଣ ଯୁବ ପରିଷଦ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମର ମା କ୍ଷେତ୍ରପାଳ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସର୍ବଶ୍ରୀ ଜିତେନ୍ଦ୍ର ମାହାଳୀ,ଭ୍ରମର ମାହାଳୀ,ବିଘ୍ନରାଜ ବେହେରା,ଗୋପିନାଥ ମହାହାଳୀ, ସୁବାସ ମାହାଳୀ,ସମିର ରଂଜନ ମାହାଳୀ, ପ୍ରକାଶ ମାହାଳୀ, ତନ୍ମୟ ମାହାଳୀ , ଆଲୋକ ମାହାଳୀ,ରଶ୍ମିକାନ୍ତ ରାଉତ,ଦୀପ୍ତିକାନ୍ତ ରାଉତ, ଧନେଶ୍ୱର ଛୋଟରାୟ,ଜିତେନ୍ଦ୍ର ବେହେରା,ଚିନ୍ମୟ ରାଉତ, ବିନୟ ମହାଳୀ,ବାବାଜୀ ବାରିକ,ପବିତ୍ର ରାଉତ,ଗିରୀଧାରୀ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଗ୍ରାମ ସଫେଇ କରାଯାଇଥିଲା ।  ଓଡ଼ିଶା ସମାଚାର

About admin

Check Also

ରକ୍ତଦାନ ଶିବିରରେ ସ୍ୱେଛାକୃତ ରକ୍ତଦାନ ପାଇଁ ନିବେଦନ

କେନ୍ଦ୍ରାପଡା, ୨୨/୧/୨୦୨୨ (ଓଡ଼ିଶା ସମାଚାର)-  ନେତାଜୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମୀର ମୋଟର୍ସ ପକ୍ଷରୁ ଏକ …

Leave a Reply

Your email address will not be published. Required fields are marked *