Sunday , October 17 2021
Breaking News
Home / ଶିକ୍ଷା / ଜାନୁଆରୀ ୮ ତାରିଖରେ ଖୋଲିବ ସ୍କୁଲ

ଜାନୁଆରୀ ୮ ତାରିଖରେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- ଜାନୁଆରୀ ୮ ତାରିଖରେ ଖୋଲିବ ସ୍କୁଲ । ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ । ୧୦୦ ଦିନ ପାଇଁ ପାଠ ପଢ଼ା ହେବ । ଏହା ପରେ ପରୀକ୍ଷା ହେବ । ମଇଁ ୩ ତାରିଖରେ ଦଶମ ଶ୍ରେଣୀ ପରୀକ୍ଷା ଓ ମଇଁ ୧୫ ତାରିଖରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ । ମଇଁ ୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପରୀକ୍ଷା ହେବ ଓ ମଇଁ ୧୫ ତାରିଖରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ପୂଜା ଛୁଟି ପରେ ସ୍କୁଲ ଖୋଲିବ

ଭୁବନେଶ୍ୱର,୧୪/୧୦/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସ୍ଥିତି ଉଦବେଗ ଜନକ ନୁହେଁ । କରୋନା ସ୍ଥିତି ଏବେ ରାଜ୍ୟରେ ନିୟନ୍ତୟଣାଧିନ ରହିଛି …

Leave a Reply

Your email address will not be published. Required fields are marked *