ଭୁବନ ୩୦/୧୨/୨୦୨୦(ଓଡ଼ିଶା ସମାଚାର)- ଭୁବନ କାଳୀବଜାର ବଣିକ ସଂଘର ନୂତନ କର୍ମକର୍ତା ଚୟନ ଓ ବାର୍ଷିକ ଅଧିବେଶନ ନୀଳକଣ୍ଠପୁର ଫାର୍ମ ଠାରେ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତ କ୍ରମେ ସମୀର କୁମାର ସାହୁ, ବିଶ୍ୱଜିତ ବାରିକ.ବାବନ ପୃଷ୍ଟି,ଦୀପକ କୁମାର ସାହୁ,ଦିଲ୍ଲୀପ ମହାନ୍ତି ଙ୍କୁ ଯଥାକ୍ରମେ ସଭାପତି,ସମ୍ପାଦକ,ଉପସଭାପତି,ସହସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । କାର୍ଯ୍ୟକାରଣୀ ସଦସ୍ୟ ଭାବେ ଜ୍ଞାନ ରଞ୍ଜନ ସାହୁ,ପପୁ ମହାରଣା,ରଶ୍ମିରଞ୍ଜନ ସାହୁ,ମହେଶ୍ୱର ବାରିକ,ପ୍ରଭାକର ସାହୁ,ମାନସ ଗୁରୁ,ଜଗବନ୍ଧୁ ବିହାରୀ,ସୁନାକର ସାହୁ,ବାବୁରାମ ପୋଥାଳ,ସୁରଜ ଅଗ୍ରୱାଲା,ସନ୍ତୋଷ ପୃଷ୍ଟି,ଦୀପକ ବିହାରୀ ଏବଂ ଉପଦେଷ୍ଟା ଭାବେ କ୍ଷମାଚାନ୍ଦ ଅଗ୍ରୱାଲା,ଇଶ୍ୱର ଚନ୍ଦ୍ର ଅଗ୍ରୱାଲା,ଖଗେଶ୍ୱର ସାହୁ,ସୁବ୍ରତ ସାହୁ,ସୁରେନ୍ଦ୍ର ସାହୁ ଓ ସରୋଜ ସାହୁ ଙ୍କୁ ଚୟନ କରାଯାଇଥିଲା । ଓଡ଼ିଶା ସମାଚାର
Home / ବ୍ୟବସାୟ ବାଣିଜ୍ୟ / କାଳୀବଜାର ବଣିକ ସଂଘ ର ନୂତନ କର୍ମକର୍ତା – ସମୀର ସାହୁ ସଭାପତି ,ବିଶ୍ୱଜିତ ବାରିକ ସମ୍ପାଦକ