Sunday , October 24 2021
Breaking News
Home / ବିଶେଷ / ହୁ ଦ୍ୱାରା ପିଡିଏଚଆରଆଇ ସମାଜସେବୀ ସମ୍ମାନୀତ

ହୁ ଦ୍ୱାରା ପିଡିଏଚଆରଆଇ ସମାଜସେବୀ ସମ୍ମାନୀତ

ଭୁବନେଶ୍ୱର,୨୮/୧୨/୨୦୨୦ (ଓଡ଼ିଶା ସମାଚାର)-ଭାରତୀୟ ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନ (ପିଡିଏଚଆରଆଇ)ର ସଭ୍ୟମାନେ ସମ୍ମାନିତ ପ୍ରସିଦ୍ଧ ମୁକ୍ତେଶ୍ୱରଠାରେ ହୋଇଛନ୍ତି । ଏହି ଅବସରରେ କର୍ମକର୍ତାମାନେ ସର୍ବଦା ମାସ୍କ ବ୍ୟବହାର କରିବା ସାମାଜିକ ଦୂରତା ରଖିବା, ହାତକୁ ସାନିଟାଇଜ୍ କରିବା ସମ୍ପର୍କରେ ସଚେତନତା କରିବେ ବୋଲି ଶପଥ ନେଇଥିଲେ । ଏଥି ପାଇଁ ତାଙ୍କୁ ହୁ   ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା । ସଂଘଠନର ରାଜ୍ୟ ସାମ୍ପାଦିକା ସଂଗୀତା ପଟ୍ଟନାୟକ, ଭୁବନେଶ୍ୱର ସଭାପତି ସଞ୍ଜିବ କୁମାର ସାହୁ, ସମ୍ପାଦକ ଶକ୍ତ ପ୍ରସାଦ ସାହୁ, ସଂଘଠନ ସମ୍ପାଦକ ଦେବାଶିଷ ପାଣିଗ୍ରାହୀଙ୍କୁ ସଂଘଠନର କେନ୍ଦ୍ରୀୟ ସମ୍ପାଦକ ଲିଙ୍ଗରାଜ ସାହୁ ସମ୍ମାନୀତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *