Wednesday , October 27 2021
Breaking News
Home / ବିଶେଷ / ଷଣ୍ଡକୁଦ ୧୯ନମ୍ବର ୱାର୍ଡରେ ବନ୍ଧୁ ମିଳନ

ଷଣ୍ଡକୁଦ ୧୯ନମ୍ବର ୱାର୍ଡରେ ବନ୍ଧୁ ମିଳନ

 ପାରାଦୀପ ୨୭/୧୨/୨୦୨୦(ଓଡ଼ିଶା ସମାଚାର)- ପାରାଦୀପ ପୌରପାଳିକାର ୧୯ନମ୍ବର(ଷଣ୍ଡକୁଦ) ୱାର୍ଡର ମୁରବୀ ମାନଙ୍କର ଏକ ବନ୍ଧୁ ମିଳନ ଆୟୋଜିତ ହୋଇଯାଇଛି । ଏହି ବନ୍ଧୁ ମିଳନରେ ୱାର୍ଡର ସର୍ବାଙ୍ଗିନ ଉନ୍ନତି ପାଇଁ ସମସ୍ତେ ଏକଜୁଟ ହେବାକୁ ନିଷ୍ପତି ହୋଇଥିଲା । ଯୁବ ସଂଗଠକ ଦୀପକ କୁମାର ବେହେରା ଏହି ବୈଠକରେ ପୌରହିତ୍ୟ କରିଥିଲେ । ଯୁବ ନେତା ଗଣେଷ ବେହେରା, ଗଦାଧର ଦାସ, ସୁରେଶ ସେନାପତି, ସୁଜିତ ପରିଡା, ନିତ୍ୟାନନ୍ଦ ବେହେରା, ଅକ୍ଷୟ ମଲ୍ଲ ପ୍ରମୁଖ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *