Sunday , October 1 2023
Home / ବିଶେଷ / ରାମେଶ୍ୱରରୁ ବାଇକ ଓ ଘରୁ ଆଟାଚ ଚୋରୀ

ରାମେଶ୍ୱରରୁ ବାଇକ ଓ ଘରୁ ଆଟାଚ ଚୋରୀ

 ନିରାକାରପୁର, ୨୭/୧୨/୨୦୨୦(ଓଡ଼ିଶା ସମାଚାର)-  ନିରାକାରପୁର ଥାନା ରାମେଶ୍ୱର ମଝି ସାହି ଓ ଉପର ସାହିରୁ ଗତକାଲି ରାତିରେ ଚୋରୀ ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ରାମେଶ୍ୱର ମଝି ସାହି ତ୍ରିନାଥ ମାର୍ଥାଙ୍କ ଘରେ ରଖାଯାଇଥିବା ତାଙ୍କର ଏକ ବାଇକ ଓ ଉପର ସାହି ସୁବଳ ମାଝିଙ୍କ ଘରେ କେହି ପଶି ଏକ ଆଟାଚି ନେଇଯାଇଛି । ଉକ୍ତ ଆଟାଚରେ ୩ହଜାର ଟଙ୍କା ଥିବାର ଅଭିଯୋଗ ହୋଇଛି । ଏ ନେଇ ଥାନାରେ ଅଭିଯୋଗ ହୋଇଥିବାର ଜଣାପଡ଼ିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *