Sunday , October 2 2022
Breaking News
Home / ବିଶେଷ / ପୋର୍ଟ ଟ୍ରଷ୍ଟ ହାଇସ୍କୁଲର ୧୯୯୪ବ୍ୟାଚ୍ ର ବନ୍ଧୁ ମିଳନ

ପୋର୍ଟ ଟ୍ରଷ୍ଟ ହାଇସ୍କୁଲର ୧୯୯୪ବ୍ୟାଚ୍ ର ବନ୍ଧୁ ମିଳନ

ପାରାଦୀପ ୨୭/୧୨/୨୦୨୦(ଓଡ଼ିଶା ସମାଚାର)-  ପାରାଦୀପ ପୋର୍ଟ ଟ୍ରଷ୍ଟ ହାଇସ୍କୁଲର ୧୯୯୪ବ୍ୟାଚ୍ ର ବନ୍ଧୁ ମିଳନ ରବିବାର ଦିନ ଏକ ସ୍ଥାନୀୟ ହୋଟେଲ୍ ରେ ଆୟୋଜିତ ହୋଇଥିଲା । ସଂପ୍ରତି କରୋନା କଟକଣା ଯୋଗୁଁ ସୀମିତ ସଂଖ୍ୟକ ପୁରାତନ ଛାତ୍ରଛାତ୍ରୀ ଏହି ବନ୍ଧୁ ମିଳନରେ ଯୋଗ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଅତୀତ ସ୍ମୃତି ରୋମନ୍ଥନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ୧୯୯୪ବ୍ୟାଚ୍ ର ଛାତ୍ରୀ ରୋଶନି କିରନ୍ ଜେନା(ମମତା) ପରିଚାଳନା କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.