Wednesday , December 1 2021
Breaking News
Home / ବିଶେଷ / ସଂଯୁକ୍ତ ସଂଗଠନ ପକ୍ଷରୁ ଗରୀବ ଲୋକମାନଙ୍କୁ ଶିତବସ୍ତ୍ର ବଂଟନ

ସଂଯୁକ୍ତ ସଂଗଠନ ପକ୍ଷରୁ ଗରୀବ ଲୋକମାନଙ୍କୁ ଶିତବସ୍ତ୍ର ବଂଟନ

କେନ୍ଦ୍ରାପଡା, ୨୫/୧୨/୨୦୨୦(ଓଡ଼ିଶା ସମାଚାର)- ସଂଯୁକ୍ତ ସଂଗଠନ ପକ୍ଷରୁ କେନ୍ଦ୍ରାପଡା ପୈାରାଂଚଳର ବିଭିନ୍ନ ବସ୍ତିରେ ରହୁଥିବା ଗରୀବ ଓ ଅସହାୟ ଲୋକମାନଙ୍କୁ ଶୀତବସ୍ତ୍ର ଏବଂ କମ୍ବଳ ବଂଟନ କରାଯାଇଛି । ସଂଗଠନର ସଭାପତି ସେକ ସାହିଲ ଓ ଉପସଭାପତି ତୋସିଫ ଅଖତାରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ଆୟୁସ୍ମାନ ସାହୁ, ପଦ୍ମାବତୀ ସାହୁ, ସେକ ଆସିଫ, ସୁବାଶିଷ ସାହୁ, ନାସିରୁଦ୍ଧିନ ପ୍ରମୁଖ ଯୋଗଦେଇ ଗରୀବ ଲୋକମାନଙ୍କୁ ଶୀତବସ୍ତ୍ର ଓ କମ୍ବଳ ବଂଟନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *