Tuesday , September 27 2022
Breaking News
Home / ବିଶେଷ / ଧଳସାମନ୍ତ ବ୍ରଦର୍ସ ଙ୍କ ଘରୁ ପୁଣି ୩ ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ମିଳିଲା

ଧଳସାମନ୍ତ ବ୍ରଦର୍ସ ଙ୍କ ଘରୁ ପୁଣି ୩ ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ମିଳିଲା

କଟକ ୨୫/୧୨/୨୦୨୦(ଓଡ଼ିଶା ସମାଚାର)- ଧଳସାମନ୍ତ ବ୍ରଦର୍ସ ଙ୍କ ସିଡ଼ିଏସ୍ଥିତ ଘରୁ ପୁଣି ମିଳିଲା ବନ୍ଧୁକ ଓ ଗୁଳି। ଆଜି ଚଢାଉ ବେଳେ ପୁଣି ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ମିଳିଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। ଡି ବ୍ରଦର୍ସଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ସିଡ଼ିଏ ସ୍ଥିତ ଘରକୁ ପୋଲିସ ଯାଞ୍ଚ କରୁଛି । ଦୀର୍ଘ ୪ ବର୍ଷ ହେଲା ଡି ବ୍ରଦର୍ସ ଜେଲରେ ସଜା କାଟୁଥିବା ବେଳେ ଥରକୁ ଥର ଏକାଧିକ ବନ୍ଧୁକ ଓ ବହୁ ସଂଖ୍ୟାର ଗୁଳି ତାଙ୍କ ଘରୁ ଜବତ କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ସର୍ଚ ଅପରେସନ୍ ଜାରି ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.