Wednesday , December 8 2021
Home / ବିଶେଷ / ମନୋରଞ୍ଜନ ମହାପାତ୍ର ଓଏସଆରଟିସିର ଅର୍ଥ ପରମର୍ଶଦାତା

ମନୋରଞ୍ଜନ ମହାପାତ୍ର ଓଏସଆରଟିସିର ଅର୍ଥ ପରମର୍ଶଦାତା

ଭୁବନେଶ୍ୱର, ୨୩/୧୨/୨୦୨୦ (ଓଡ଼ିଶା ସମାଚାର)- ରାଜ୍ୟ ଅର୍ଥ ସେବାର ବରିଷ୍ଠ ଅଧିକାରୀ ତଥା ପୂର୍ତ ବିଭାଗର ଅର୍ଥ ପରାମର୍ଶଦାତା ମନୋରଞ୍ଜନ ମହାପାତ୍ର ଓଡ଼ିଶା ସଡ଼କ ପରିବହନ ନିଗମର ଅର୍ଥ ପରାମର୍ଶଦାତା ଭାବେ ଅବସ୍ଥାପିତ ହୋଇଛନ୍ତି । ଶ୍ରୀ ମହାପାତ୍ର ପୂର୍ତ ବିଭାଗର ଅର୍ଥ ପରାମର୍ଶଦାତା ଭାବେ ଗତ ୧୦ ବର୍ଷ ଧରି ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ । ମଙ୍ଗଳବାର ସେ ନିଜର ନୂତନ ଦାୟିତ୍ୱରେ ଯୋଗ ଦେବା ବେଳେ କାର୍ଯ୍ୟାଳୟ କର୍ମଚାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ଓଡ଼ିଶା ସମାଚାର

 

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *