Wednesday , December 8 2021
Home / ତାଜା ଖବର / ବିରିବାଟି ଅଂଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର , ଜଣେ ଗିରଫ

ବିରିବାଟି ଅଂଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର , ଜଣେ ଗିରଫ

କଟକ,୨୩/୧୨/୨୦୨୦(ଓଡ଼ିଶା ସମାଚାର)-  କଟକ ବିରିବାଟି ଅଂଚଳରୁ ରୁ କ୍ରାଇମ୍ ବ୍ରାଞ୍ଚ୍ ର ଏସ୍ ଟି ଏଫ୍ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା  ସହ ବଜ୍ରକାପ୍ତା ଚୋରା ଚାଲାଣରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ।

କୌଣସି ସୂତ୍ରରୁ ସୂଚନା ପାଇ ଏସ୍ ଟି ଏଫ୍ ଟିମ୍ କଟକ ଜିଲା କନ୍ଦରପୁର ଥାନା ଅନ୍ତର୍ଗତ ବିରିବାଟି କେନାଲ୍ ରୋଡ୍ ରେ ଚଢ଼ାଉ କରି ଏହି ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତ ଜଣକ ସନ୍ତୋଷ କୁମାର ଦଳାଇ ।  ସେ ଜଗତସିଂହପୁର ଜିଲ୍ଲାର ଢିଅସାହି ଗୁମୁଟିପୁରର ବାସିନ୍ଦା ହୋଇଥିବା ସୂଚନା । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *