Saturday , October 16 2021
Breaking News
Home / ବିଶେଷ / ଦୁର୍ଘଟଣାରେ ୨ ଆହତ

ଦୁର୍ଘଟଣାରେ ୨ ଆହତ

କେନ୍ଦ୍ରାପଡା, ୨୩/୧୨/୨୦୨୦(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ଜଗନ୍ନାଥପୁର ନିକଟ ଚିତ୍ରୋତ୍ପଳା ନଦୀ ବନ୍ଧରେ ଏକ ଦୁର୍ଘଟଣା ଘଟିଛି । ଦୃତ ଗତିରେ ଆସୁଥିବା ଏକ ଟାଟା ମେଜିକ ଗାଡ଼ି ଭାରସାମ୍ୟ ହରାଇ ନଦୀବନ୍ଧ ତଳକୁ ଖସିପଡ଼ିଥିଲା । ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଡ଼୍ରାଇଭର ସଂଜିବ ଦାଶ (୧୮) ଓ ଦୀପକ ଚୌଧୁରୀ (୨୦) ଆହତ ହୋଇଛନ୍ତି । ସେମାନଙ୍କ ଛାତି, ମୁଣ୍ଡ, ହାତ ରେ ଆଘାତ ଲାଗିଛି । ଖବର ପାଇ ଘଟଣାସ୍ଥଳରେ ଗରଦପୁର ଅଗ୍ନୀଶମ ବାହିନୀ ପହଂଚି ଆହତ ମାନଙ୍କୁ ଉଦ୍ଧାର କରି ପାଟକୁରା ମେଡ଼ିକାଲ ରେ ପହଂଚାଇଥିଲା । ପାଟକୁରା ରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ତରଡିପାଳରେ ଭଲିବଲ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଧୋୟାଳକୁ ଏକଦା ଭଲିବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିଲା । ବିଶେଷକରି ତରଡିପାଳ, …

Leave a Reply

Your email address will not be published. Required fields are marked *