Thursday , October 6 2022
Breaking News
Home / ଶିକ୍ଷା / କୁତରଙ୍ଗ ପଂଚାୟତ ହାଇସ୍କୁଲ ଗୃହର ଭୂମିପୂଜନ  

କୁତରଙ୍ଗ ପଂଚାୟତ ହାଇସ୍କୁଲ ଗୃହର ଭୂମିପୂଜନ  

କେନ୍ଦ୍ରାପଡା, ୨୩/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତରଙ୍ଗ ପଂଚାୟତ ହାଇସ୍କୁଲ ଗୃହର ଭୂମିପୂଜନ  କୁତରଙ୍ଗ ଗ୍ରାମପଂଚାୟତର ସରପଂଚ ସୀତାସୁନ୍ଦରୀ ମଲ୍ଲିକଙ୍କ ନତେୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳଙ୍କ ସମେତ ପଂଚାୟତର ବହୁ ବୁଦ୍ଧିଜୀବି ଓ ମୁରବୀମାନେ ଉପସ୍ଥିତ ଥିଲେ । ପଣ୍ଡିତ ପ୍ରସନ୍ନଜିତ ପଣ୍ଡା ଓ ବଳରାମ ଦାସ ଭୂମିପୂଜନ ସମୟରେ ବେଦମନ୍ତ୍ର ପାଠକରି ସମସ୍ତ ରୀତିନୀତି ଅନୁଯାଇ ଭୂମିପୂଜନ କାର୍ଯ୍ୟ କରିଥିଲେ । ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ଗୋଲଖ ଜେନା, ଯୁବନେତା ନରୋମ ମଲ୍ଲିକ, ଅଭିମନୁ୍ୟ ମହାନ୍ତି, ରାଜନ ପ୍ରସାଦ ଥାଟୋଇ, ସମିତିସଭ୍ୟ ଅଙ୍କୁର ମଳିକ, ରମେଶ ଚନ୍ଦ୍ର ପରିଡା, ସରକାରୀ ଓକିଲ ନିରଞ୍ଜନ ବଳ, ପଦ୍ମନାଭ ସାହୁ, ଅଶୋକ କୁମାର ଜେନା, ଦୁଃଶାସନ ମଳିକ, ଅକ୍ଷୟ କୁମାର ସାହୁ, ସର୍ବେଶ୍ୱର ସାହୁ, ସୁରେଶ କୁମାର ସ୍ୱାଇଁ, ମନୋଜ କୁମାର ଜେନା, ଦିଲ୍ଲିପ କୁମାର ଦାସ, ମନୋରଞ୍ଜନ ପାତ୍ର, ବିଦ୍ୟାଧର ମଳିକ,ମଥୁରୀ ମଳିକ, ସଚିଦାନନ୍ଦ ଜେନା, ରଶ୍ମିରଞ୍ଜନ ଥାଟୋଇ, ଅଭିଜିତ ଥାଟୋଇ, ପ୍ରଧାନଶିକ୍ଷକ ଗୈାରାଙ୍ଗ ଚରଣ ସାହୁ, ଶିକ୍ଷକ ବିମ୍ବାଧର ବେହେରା, ରମେଶ ଚନ୍ଦ୍ର ସାହୁ, ସୁରେନ୍ଦ୍ର କୁମାର ବେହେରା, ରାମଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସରପଂଚ ଶ୍ରୀମତୀ ମଲ୍ଲିକଙ୍କୁ ଏଭଳି ମହତ କାର୍ଯ୍ୟ ନିମନ୍ତେ ବୁଦ୍ଧିଜୀବିମାନେ ପ୍ରସଂଶା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.