Monday , October 18 2021
Breaking News
Home / ରାଜନୀତି /   ଅନାମ ସାହୁ ଯୁବ ବିଜେଡି ସମ୍ପାଦକ ନିଯୁକ୍ତ

  ଅନାମ ସାହୁ ଯୁବ ବିଜେଡି ସମ୍ପାଦକ ନିଯୁକ୍ତ

ଭୁବନ ୨୩/୧୨/୨୦୨୦ ( ଓଡ଼ିଶା ସମାଚାର)- ଭୁବନ ଏନଏସି ବିଜୁ ଯୁବ ଜନତା ଦଳ ପୁନର୍ଗଠନରେ ଅନାମ ସାହୁ ଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବାରୁ ଯୁବ ବିଜେଡି ମହଲରେ ଆନନ୍ଦ ପ୍ରକାଶ ପାଇଛି । ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜଣେ ବଡ ପ୍ରଶଂସକ ଭାବେ ପରିଚିତ । ଜୀବନ ଜୀବିକା ସଂଘର୍ଷ ମଧ୍ୟରେ ସମାଜସେବା ଓ ରାଜନୀତିରେ ରୁଚି ରଖୁଥିବା ଶ୍ରୀ ସାହୁ ଜଣେ ଦକ୍ଷ,ସଚ୍ଚୋଟ,କର୍ମଠ, ପରିଶ୍ରମୀ ଓ ସଙ୍ଗଠକ ଭାବେ ପରିଚିତ । ସମ୍ପାଦକ ପଦବୀରେ ନିଯୁକ୍ତି ପାଇଁ ଶ୍ରୀ ସାହୁ ନଗର ସଭାପତି ନନ୍ଦ କିଶୋର ସାହୁ,ସ୍ଥାନୀୟ ବିଧାୟକ ତଥା ଖଣି ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ,ସାଂସଦ ମହେଶ ସାହୁ  ଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ କୁଆଁପାଳ ଜେଏନ କଲେଜରେ ଜୀବନବିନ୍ଦୁ କାର୍ୟ୍ୟକ୍ରମ

ମାହାଙ୍ଗା,୧୬/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ ତମ ଜନ୍ମଦିନରେ ଜୀବନବିନ୍ଦୁ କାର୍ୟ୍ୟକ୍ରମ ମାହାଙ୍ଗା ବ୍ଲକ ବିଯୁଜନତା ଦଳ …

Leave a Reply

Your email address will not be published. Required fields are marked *