କଟକ, ୨୨/୧୨/୨୦୨୦ (ଓଡ଼ିଶା ସମାଚାର)- ଆଜି କଟକ-ଚାନ୍ଦବାଲି ରାସ୍ତାର ଜଗତପୁରଠାରେ ଥିବା ଏକ୍ସିସ୍ ବ୍ୟାଙ୍କ ସାମ୍ନାରେ ଏକ ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ାଉ ଜଗତପୁର ଥାନା ପୁଲିସ କରିଛି । ଚଢ଼ାଉ ସମୟରେ ମେସିନ୍ ସମେତ ବିପୁଳ ପରିମାଣର ସିମେଣ୍ଟ, ନାମଦାମୀ କମ୍ପାନୀର ପ୍ୟାକିଂଗ୍ ବ୍ୟାଗ ଜବତ କରାଯିବା ସହ ଜଣଙ୍କୁ ଅଟକ ରଖାଯାଇଛି। ଓଡ଼ିଶା ସମାଚାର