Tuesday , October 26 2021
Breaking News
Home / ବିଶେଷ / ଧର୍ମପରାୟଣ ବ୍ୟକ୍ତିତ୍ୱଙ୍କ ପରଲୋକ

ଧର୍ମପରାୟଣ ବ୍ୟକ୍ତିତ୍ୱଙ୍କ ପରଲୋକ

କଟକ, ୨୨/୧୨/୨୦୨୦(ଓଡ଼ିଶା ସମାଚାର)- କଟକ ସଦର ବ୍ଲକ ବୟାଳିଶମୌଜ଼ା ଉପକଣ୍ଠ ଝାରକଟା ଗ୍ରାମର ଧର୍ମପରାୟଣ ଵ୍ୟକ୍ତିତ୍ୱ,ସାହି ମୁରବୀ,ଝାରକଟା ସ୍ଥିତ ରାଧା ମାଧବ-ରାଧା ଗୋବିନ୍ଦ ମନ୍ଦିରର ପୂର୍ବତନ ପୂଜକ ତଥା ବେଣ୍ଟକାର ବଜାରର ପୂର୍ବତନ ବ୍ୟବସାୟୀ ସ୍ୱର୍ଗତ ଦୁର୍ୟ୍ୟୋଧନ ପାଣି (୮୬)ଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳ,ବେଣ୍ଟକାର ବଜାର କମିଟି, କଟକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”ର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ବୟାଳିଶମୌଜ଼ା “ନେତାଜୀ ସୁବାଷ ସ୍ମୃତି ପରିଷଦ” ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଛି ! ସ୍ୱର୍ଗତ ପାଣିଙ୍କ ମର ଶରୀର ଗ୍ରାମ ପରିକ୍ରମା ପରେ ପୈତୃକ ସ୍ଥାନରେ ଶବଦାହ କରାଯାଇଥିଲା ଏହି ସମୟରେ ତାଂକ ସୁପୁତ୍ର ବିଶ୍ୱପ୍ରକାଶ ପାଣି, ବିଶ୍ୱଜିତ୍ ପାଣି, ବିଶ୍ୱଶାନ୍ତି ପାଣି, ସୁକନ୍ୟା ଅନ୍ନପୂର୍ଣା, ଲଳିତା, କନକଲତା, ଗୀତାଞ୍ଜଳି, ସମସ୍ତ ପୁତ୍ରବୋହୂ, ଜ୍ୱାଇଁ,ନାତି ନାତୁଣୀ ସପରିବାର ଉପସ୍ଥିତଥିଲେ । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *