Friday , October 22 2021
Breaking News
Home / କ୍ରୀଡ଼ା / ସୁକାନ୍ତ ଜଗଦେବ ସ୍ମାରକୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

ସୁକାନ୍ତ ଜଗଦେବ ସ୍ମାରକୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

ନିରାକାରପୁର, ୨୧/୧୨/୨୦୨୦(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଡ଼ା ଠାରେ ରବିବାର ସୁକାନ୍ତ ଜଗଦେବ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ ଟି ଦଳ ଭାଗ ନେଇଥିଲେ। ଏହି ଦିନିକିଆ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରେ ଗୋଡରାଇମୂଳ ସହିତ ଛାତ୍ରପଡ। ଦଳ ଖେଳିଥିଲେ। ୨-୦ରେ ଛତ୍ରପଡ। ଦଳ ବିଜୟୀ ହୋଇ ଚମ୍ପିୟାନ ହୋଇଛି। ଏହି ଖେଳକୁ ସନ୍ତୋଷ କୁମାର ବାରିକ ଓ ଲଳିତ ମୋହନ ବଳିଆରଶିଂହ ପରିଚାଳନା କରିଥିଲେ।  ଓଡ଼ିଶା ସମାଚାର

About admin

Check Also

୭ମ ପାରଦୀପ ମର୍ଣ୍ଣିଙ୍ଗ କ୍ଲବ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ଆରମ୍ଭ

ପାରାଦୀପ,୦୯/୧୦/୨୦୨୧(ଓଡ଼ିଶା ସମାଚାର)-  ଶନିବାର ଦିନ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ୍ ପରିସରରେ ୭ମ ପାରଦୀପ ମର୍ଣ୍ଣିଙ୍ଗ କ୍ଲବ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ଉଦଘାଟିତ …

Leave a Reply

Your email address will not be published. Required fields are marked *