ନିରାକାରପୁର, ୨୧/୧୨/୨୦୨୦(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଡ଼ା ଠାରେ ରବିବାର ସୁକାନ୍ତ ଜଗଦେବ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ ଟି ଦଳ ଭାଗ ନେଇଥିଲେ। ଏହି ଦିନିକିଆ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରେ ଗୋଡରାଇମୂଳ ସହିତ ଛାତ୍ରପଡ। ଦଳ ଖେଳିଥିଲେ। ୨-୦ରେ ଛତ୍ରପଡ। ଦଳ ବିଜୟୀ ହୋଇ ଚମ୍ପିୟାନ ହୋଇଛି। ଏହି ଖେଳକୁ ସନ୍ତୋଷ କୁମାର ବାରିକ ଓ ଲଳିତ ମୋହନ ବଳିଆରଶିଂହ ପରିଚାଳନା କରିଥିଲେ। ଓଡ଼ିଶା ସମାଚାର