Monday , December 5 2022
Breaking News
Home / ବିଶେଷ / ସାହୁ ନ୍ୟୁଜ ଏଜେନ୍ସି ତରଫରୁ ବନ୍ଧୁମିଳନ

ସାହୁ ନ୍ୟୁଜ ଏଜେନ୍ସି ତରଫରୁ ବନ୍ଧୁମିଳନ

ଭୁବନ ୨୧/୧୨/୨୦୨୦(ଓଡ଼ିଶା ସମାଚାର)- ଭୁବନରେ ସମସ୍ତ ଖବରକାଗଜ ଓ ପତ୍ରିକାର କ୍ଷମତାପ୍ରାପ୍ତ ବିକ୍ରେତା ସାହୁ ନ୍ୟୁଜ ଏଜେନ୍ସି ତରଫରୁ ସତ୍ୱାଧିକାରୀ ସାମ୍ବାଦିକ କୃଷ୍ଣଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତା ଓ ସହଯୋଗୀ ଦିଲ୍ଲୀପ କୁମାର ଦାସ ଙ୍କ ସଂଯୋଜନାରେ କେନ୍ଦୁପଡା ଠାରେ  ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ବାର୍ତା ର ସମ୍ପାଦକ ଅଲେଖ ଚନ୍ଦ୍ର ତ୍ରିପାଠୀ ଙ୍କ ସମେତ ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ,ଦେବାନନ୍ଦ ସାହୁ,ସରୋଜ କୁମାର ପୃଷ୍ଟି,କ୍ଷୀରୋଦ ଚନ୍ଦ୍ର ନାୟକ ଓ ବିତରକ ଚୈତନ୍ୟ ବେହେରା,କ୍ଷୀରୋଦ ପୃଷ୍ଟି,ରାଜେଶ କୁମାର ସାହୁ,ସଞ୍ଜୟ ସାହୁ,ଅମ୍ବୁଜ ପରିଡା,ଶ୍ରୀକାନ୍ତ ବେହେରା,ଲିପୁ ଜଟ,ଅନାମ ସାହୁ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.