Tuesday , October 19 2021
Home / ବିଶେଷ / ଭୁବନ ପଂଚାୟତ ସମିତିର ସାଧାରଣ ବୈଠକ

ଭୁବନ ପଂଚାୟତ ସମିତିର ସାଧାରଣ ବୈଠକ

ଭୁବନ,୨୧/୧୨/୨୦୨୦(ଓଡ଼ିଶା ସମାଚାର)- ଭୁବନ ପଂଚାୟତ ସମିତିର ସାଧାରଣ ବୈଠକ ବ୍ଲକ ସଭାଗୃହ ମଧ୍ୟରେ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈ÷ଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ପ୍ରାଥମିକ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ରାସ୍ତା ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ବିଡିଓ ଆଶୀର୍ବାଦ ପରିଡା ଙ୍କ ସମେତ ସମସ୍ତ ସରପଂଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ,ବିଭିନ୍ନ ବିଭାଗର ସଂପ୍ରସାରଣ ଅଧିକାରୀ,କନିଷ୍ଠ ଯନ୍ତ୍ରୀ,ଗ୍ରାମ ରୋଜଗାର ସେବକ ପ୍ରମୁଖ ଉପସ୍ଥିତ ଥିଲେ । ମହାମାରୀ କରୋନା ସକାଶେ ଧିମେଇ ଯାଇଥିବା ସମସ୍ତ କାର୍ଯ୍ୟ କୁ ଆଗାମୀ ଦିନରେ ଯୁଦ୍ଧକାଳୀନ ଭିତିରେ ଶେଷ କରିବାକୁ ବିଡିଓ ଶ୍ରୀ ପରିଡା ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଓଡିଶା ଗୋ ପ୍ରେମୀ ସାମୁହିକ ସଙ୍ଗଠନ ଆଇନ ବିଭାଗର ଚତୁର୍ଥ ବାସ୍ତବ ବୈଠକ

ଭୁବନେଶ୍ୱର,୧୯/୧୦/୨୦୨୧(ଓଡ଼ିଶା ସମାଚାର)- ଗୋ ରକ୍ଷା ଆଇନ ବିଭାଗ ଏହାର ଚତୁର୍ଥ ବାସ୍ତବ ବୈଠକ ଗୁଗୁଲ୍ ମିଟ ମାଧ୍ୟମରେ ଆୟୋଜନ କରିଛି  …

Leave a Reply

Your email address will not be published. Required fields are marked *