Wednesday , December 8 2021
Home / ବ୍ୟବସାୟ ବାଣିଜ୍ୟ / ଦୀର୍ଘ ୯ମାସ ପରେ ଉଠା ପରିବା ଓ ମାଛ ମାଂସ ଦୋକାନୀ ପୁରୁଣା ଜାଗାକୁ ଫେରିଲେ

ଦୀର୍ଘ ୯ମାସ ପରେ ଉଠା ପରିବା ଓ ମାଛ ମାଂସ ଦୋକାନୀ ପୁରୁଣା ଜାଗାକୁ ଫେରିଲେ

ପାରାଦୀପ ୧୯/୧୨/୨୦୨୦(ଓଡ଼ିଶା ସମାଚାର)- କୋଭିଡ଼୍ ଯୋଗୁଁ ସ୍ଥାନୀୟ ଡ଼େଲି ମାର୍କେଟରୁ ଜୟଦେବ ସଦନ ନିକଟକୁ ଉଠି ଯାଇଥିବା ପରିବା ବ୍ୟବସାୟୀ ଓ ମାଛ ମାଂସ ବ୍ୟବସାୟୀମାନେ ଶନିବାର ପୁଣି ପୁରୁଣା ଜାଗାକୁ ଫେରିଛନ୍ତି । ପ୍ରକାଶଯୋଗ୍ୟ ନୂଆ ଜାଗାରେ ଦେକାନ ବଜାର ରହିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ତେବେ କୋଭିଡ଼୍ ଡ଼ରରେ ପ୍ରଶାସନ ସେମାନଙ୍କୁ ପୁରୁଣା ଜାଗାକୁ ଫେରାଇବାକୁ ଚାହୁଁ ନ ଥିଲା । ତେବେ ନିକଟରେ ପାରାଦୀପରେ ଦୀର୍ଘମାସ ଧରି କୋଭିଡ଼୍ ନିୟନ୍ତ୍ରଣାଧୀନ ରହିବା ଯୋଗୁଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ଦୁଇ ଦିନିଆ ପାରାଦୀପ ଗସ୍ତରେ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟମନ୍ତ୍ରୀ ସାନ୍ତନୁ ଠାକୁର

ପାରାଦୀପ,୨୬/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ର ଜାହାଜ ଚଳାଚଳ,ବନ୍ଦର ଓ ଜଳମାର୍ଗ ବିଭାଗର ରଷ୍ଟ୍ରମନ୍ତ୍ରୀ  ସାନ୍ତନୁ ଠାକୁର ଦୁଇ ଦିନିଆ ପାରାଦୀପ ବନ୍ଦର …

Leave a Reply

Your email address will not be published. Required fields are marked *