Sunday , October 1 2023
Home / ବ୍ୟବସାୟ ବାଣିଜ୍ୟ / ଭି-ଗାର୍ଡର ଆଇରିସ୍ ସିରିଜ୍ ଗିଜର୍ ତକ୍ରାଳ ହିଟିଙ୍ଗ୍ ଓ ଲଙ୍ଗ୍ ଲାଇଫ୍ ପ୍ରଦାନ କରୁଛି

ଭି-ଗାର୍ଡର ଆଇରିସ୍ ସିରିଜ୍ ଗିଜର୍ ତକ୍ରାଳ ହିଟିଙ୍ଗ୍ ଓ ଲଙ୍ଗ୍ ଲାଇଫ୍ ପ୍ରଦାନ କରୁଛି

କୋଚି ୧୪/୧୨/୨୦୨୦ (ଓଡ଼ିଶା ସମାଚାର)-: ଭାରତର ଅଗ୍ରଣୀ ହୋମ୍ ଆପ୍ଲାଏନ୍ସେସ୍ ବ୍ରାଣ୍ଡ ଭି-ଗାର୍ଡର ନୂତନ ଆଇରିସ୍ ସିରିଜ୍ ର ୱାଟର୍ ହିଟର୍ ବଜାରରେ ବଡ ପଦକ୍ଷେପ ଗ୍ରହଣ କରିଛି କାରଣ ଦେଶର ଅନେକ ଅଂଶରେ ଏବେ ତାପମାତ୍ରା ଏକ ଅଙ୍କକୁ ହ୍ରାସ ପାଇଛି । ଏହାର ଶକ୍ତିଶାଳୀ ହିଟିଙ୍ଗ୍ ଉପାଦାନ ଓ ରଷ୍ଟପ୍ରୁଫ୍ ଟ୍ୟାଙ୍କ ସହିତ ଆଇରିସ୍ ଓ ଆଇରିସ୍ ଡିଜି ସିରିଜ୍ ଗୁଡିକ ଘରୋଇ କାର୍ଯ୍ୟ ପାଇଁ ବଜେଟ୍ ଅନୁକୂଳ ଷ୍ଟୋରେଜ୍ ୱାଟର ଅଟେ । ଏହି ସିରିଜ୍ ଏକ ସ୍ଲିକ୍ ଡିଜାଇନ୍ ଓ ଏକ ଏକ୍ସଟେରିୟର ବଡି ସହିତ ଆସୁଛି ଯାହାକି ରଷ୍ଟପ୍ରୁଫ୍ ଇଞ୍ଜିନିୟର୍ଡ ପଲିମର୍ ଓ ଷ୍ଟର୍ଡି ଇନର୍ ଟ୍ୟାଙ୍କରେ ପ୍ରସ୍ତୁତ, ଯାହାକି ଏହାକୁ ଏକ ପ୍ରିମିୟମ ଲୁକପ୍ସହିତ ଦୀର୍ଘ ଜୀବନ ପ୍ରଦାନ କରୁଛି । ଏହି ୫-ଷ୍ଟାର ରେଟେଡ୍ ୱାଟର୍ ହିଟର୍ ର ଶକ୍ତି ସଂଚୟକାରୀ କ୍ଷମତା ବଜାରରେ ଉପଲବ୍ଧ ଅନ୍ୟ ୱାଟର ହିଟର ତୁଳନାରେ କମ୍ ରହିଛି ।

ଭି-ଗାର୍ଡର ଆଇରିସ୍ ଡିଜି ସିରିଜ୍ ଇଲେକ୍ଟ୍ରିକ୍ ୱାଟର ହିଟର ଏକ ସ୍ୱତନ୍ତ୍ର ୩ ଏମ୍ଏମ୍ ଥିକ୍ କୋଟିଙ୍ଗ୍ ସହିତ ଆସୁଛି ଯାହାକୁ ଇଞ୍ଜିନିୟର୍ଡ ପଲିମର ଆଂଟି କୋରୋସନ ଟେକ୍ନୋଲୋଜିର ବ୍ୟବହାର କରି ପ୍ରସ୍ତୁତ କରାଯାଇଛି । ଏହା ଏକ ଶକ୍ତି ସଂଚୟକାରୀ ଭିଟ୍ରେୟସ୍ ଏନାମେଲ କୋଟେଡ୍ ଇନକୋଲୟ ୮୦୦ ହିଟିଙ୍ଗ୍ ଏଲିମେଂଟ୍ ସହିତ ଆସୁଛି ।  ଏହା ପାଣିକୁ ଭଲ ଭାବେ ଗରମ କରିବା ପାଇଁ ମାତ୍ର କେଇ ମିନିଟ୍ ସମୟ ନେଉଛି । ଆଇରିସ୍ ସିରିଜ୍ ୱାଟର ହିଟର୍  ୮କେଜି/ସିଏମ୍୨ ପର୍ଯ୍ୟନ୍ତ ଏକ ପ୍ରେସର୍ ୱିଥଷ୍ଟାଣ୍ଡିଙ୍ଗ୍ କମ୍ପାଟିବିଲିଟି ସହିତ ନିର୍ମିତ ହୋଇଛି ଯାହାକି ଏହାକୁ ଅଧିକ ଉଚ୍ଚର ବିଲ୍ଡିଙ୍ଗ୍ଗୁଡିକ ପାଇଁ ଏକ ଆଦର୍ଶ ପସନ୍ଦରେ ପରିଣତ କରିଛି ।

ଏହି ଫିଚର ସମୃଦ୍ଧ ୱାଟର ହିଟର୍ ସିରିଜ୍ ରେ ବାସ୍ତବ ସମୟ ତାପମାତ୍ରା ସୂଚକାଙ୍କ ପାଇଁ ଏଲ୍ଇଡି ଡିସ୍ପ୍ଲେ, ମଲ୍ଟିପଙ୍କସନାଲ ସେଫ୍ଟି ଭାଲଭ, ତାପମାତ୍ରା ନିୟନ୍ତ୍ରଣ ପାଇଁ ଆଡଜଷ୍ଟେବୁଲ କାପିଲାରୀ ଥରମୋଷ୍ଟାଟ୍ ଏବଂ ରଷ୍ଟପ୍ରୁଫ୍ ଡୁଆଲ କଲର୍ ଏବିଏସ୍ ଆଉଟର୍ ବଡି ଆଦି ରହିଛି । ଏହି ଆଇରିସ୍ ସିରିଜ୍ ଏକ ୨ ବର୍ଷର ପ୍ରଡକ୍ଟ ୱାରେଂଟି ଓ ୩ ବର୍ଷର ହିଟିଙ୍ଗ୍ ଏଲିମେଂଟ୍ ୱାରେଂଟି ଏବଂ ୭ ବର୍ଷର ଇନର ଟ୍ୟାଙ୍କ ୱାରେଂଟି ସହିତ ଆସୁଛି ।

ଆଇରିସ୍ ଡିଜି: https://www.vguard.in/product-details/iris-dg-storage-water-heater

ଆଇରିସ୍: https://www.vguard.in/product-details/iris-storage-water-heater

Leave a Reply

Your email address will not be published. Required fields are marked *