Friday , January 28 2022
Breaking News
Home / ବିଶେଷ / କିଛି ସମୟ ପାଇଁ ଜି ମେଲ କାମ କରୁନଥିଲା

କିଛି ସମୟ ପାଇଁ ଜି ମେଲ କାମ କରୁନଥିଲା

ଭୁବନେଶ୍ୱର, ୧୪/୧୨/୨୦୨୦ (ଓଡ଼ିଶା ସମାଚାର)- ଆଜି ସନ୍ଧ୍ୟା ୫ ଟା ପରେ କିଛି ସମୟ ପାଇଁ ଜି ମେଲ କାମ କରୁନଥିଲା । ଏ ସମ୍ପର୍କରେ ବହୁ ଲୋକ ଫୋନ୍ କରି ପଚାରିଥିଲେ । ଆମେ ମଧ୍ୟ ଜି ମେଲ ଖୋଲିବାକୁ ଚେଷ୍ଟା କରି ବିଫଳ ହୋଇଥିଲୁ । ପ୍ରାୟ ଅଧ ଘଂଟା ପରେ ଜି ମେଲ ପୁନର୍ବାର କାର୍ଯ୍ୟକ୍ଷମ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାରେ ୯ହଜାର ୩ଶହ ପ୍ରାର୍ଥୀ ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ

କେନ୍ଦ୍ରାପଡା, ୨୭/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସର୍ବମୋଟ ୯ହଜାର ୩ଶହ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ …

Leave a Reply

Your email address will not be published. Required fields are marked *