ଭୁବନେଶ୍ୱର, ୧୪/୧୨/୨୦୨୦ (ଓଡ଼ିଶା ସମାଚାର)- ଆଜି ସନ୍ଧ୍ୟା ୫ ଟା ପରେ କିଛି ସମୟ ପାଇଁ ଜି ମେଲ କାମ କରୁନଥିଲା । ଏ ସମ୍ପର୍କରେ ବହୁ ଲୋକ ଫୋନ୍ କରି ପଚାରିଥିଲେ । ଆମେ ମଧ୍ୟ ଜି ମେଲ ଖୋଲିବାକୁ ଚେଷ୍ଟା କରି ବିଫଳ ହୋଇଥିଲୁ । ପ୍ରାୟ ଅଧ ଘଂଟା ପରେ ଜି ମେଲ ପୁନର୍ବାର କାର୍ଯ୍ୟକ୍ଷମ ହୋଇଥିଲା । ଓଡ଼ିଶା ସମାଚାର