Tuesday , October 26 2021
Breaking News
Home / ବିଶେଷ / ଗୀତା ପାଠଶାଳା ବରଦାନୀ ଭବନ ଉଦଘାଟିତ

ଗୀତା ପାଠଶାଳା ବରଦାନୀ ଭବନ ଉଦଘାଟିତ

ନିରାକାରପୁର, ୧୨/୧୨/୨୦୨୦(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବଡପୋଖରିଆ ପଂଚାୟତ ନୀଳଗିରି ପାଟଣା ଗା୍ରମଠାରେ ଗୀତା ପାଠ ଶାଳା ବରଦାନୀ ଭବନ ଉଦଘାଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ରାଜସ୍ଥାନରେ ମାଉଂଟଆବୁ ରେ ଥିବା ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ର ଗା୍ରମାଂଚଳ ଉନ୍ନତି କରଣ ବିଭାଗ ଉପସଭାପତି ଦାୟିତ୍ୱରେ ଥିବା ବ୍ରହ୍ମ କୁମାର ରାଜୁ ଭାଇ ଓ ଭୁବନେଶ୍ୱର ଡିଭିଜନ ର ମୁଖ୍ୟ ବ୍ରହ୍ମ କୁମାର ସନ୍ତୋଷ ଭାଇ ସମ୍ମନୀତ ଅତିଥି ରୁପେ ସ୍ଥାନୀୟ ସରପଂଚ ସାଗର ବଳିଆର ସିଂହ ଓ ବ୍ରହ୍ମ କୁମାରୀ ଲିନା ଭଉଣି ପ୍ରମୁଖ ଯୋଗ ଦେଇଥିଲେ ।ଏଥିରେ ଏହି କାର୍ଯ୍ୟକ୍ରମକୁ ବ୍ରହ୍ମ କୁମାରୀ ସବିତା ମଂଚ ଚାଳନା କରିଥିବା ବେଳେ ଅମଜ୍ଞାନର  ପ୍ରଦାନ ଉଦ୍ଧେଶ୍ୟରେ ଉକ୍ତ ପାଠଶାଳା ଓ ବରଦାନୀ ବବନକୁ ଜନ ସାଧାରଣଙ୍କୁ ସମର୍ପିତ କରାଯାଇଥିଲା ଏହି ଉତ୍ସବରେ ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ବ୍ରହ୍ମକୁମାର ସଚିନ୍ ବଳିଆରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *