Wednesday , December 7 2022
Breaking News
Home / ରାଜନୀତି / ଯୁବ ବିଜେଡ଼ି ର ସମ୍ପାଦକ ମନୋନୀତ 

ଯୁବ ବିଜେଡ଼ି ର ସମ୍ପାଦକ ମନୋନୀତ 

ଗରଦପୁର, ୧୧/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ବିଜୁ ଯୁବ ଜନତା ଦଳର ସମ୍ପାଦକ ଭାବରେ ଗରଦପୁର ବ୍ଲକ୍ ର  ଲିପୁ ସାହୁ  ଓ ରାକେଶ ସେଠୀଙ୍କୁ ମନୋନୀତ କରାଯାଇଛି । ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ବିଜେଡ଼ି ଜିଲା ସଭାପତି ଉକ୍ରଳ କେଶରୀ ପରିଡ଼ା,  ଜିଲା ଯୁବ ବିଜେଡ଼ି ସଭାପତି ରାଜେସ ଦାସଙ୍କୁ ଗରଦପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ,  ପୂର୍ବତନ ବ୍ଲକ୍ ବିଜେଡ଼ି ସଭାପତି ଶୈଳେନ୍ଦ୍ର କୁମାର ମହାନ୍ତି,  ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଲିପ ସାହୁ, ବାସୁଦେବ ବେହେରା,  ବେଦପ୍ରକାଶ ଅଗ୍ରୱାଲା ସ୍ମୃତି ପରିଷଦର ଆବାହକ ପ୍ରହଲାଦ ସାହୁ,  ସରପଂଚ ଅନୁଜ କୁମାର ମହାନ୍ତି, ସରପଂଚ ମଳୟା ବାସିନୀ ମହାନ୍ତି,

                         ଲିପୁ ସାହୁ
         ରାକେଶ ସେଠୀ

ରଂଜନ ନାୟକ, ବ୍ରଜ କିଶୋର ସାହୁ,  ସେକ୍ ହଲିମ, ମିର ଗୋଲାମ ଜିଲାନୀ, ରବିନ୍ଦ୍ର ମହାପାତ୍ର, ରବିନ୍ଦ୍ରନାଥ ମହାନ୍ତି, ସରୋଜକାନ୍ତ ନାୟକ,ଜୟପ୍ରକାଶ ବାରିକ,ଦିଲିପ ସେଠୀ,ସନ୍ତୋଷ ମାହାଳୀ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି । ଏଥି ସହିତ  ଶିବ ପ୍ରସାଦ ସାମଲ, ରଂଜିତ ପାତ୍ର,  ବନ ବିହାରୀ ପାତ୍ର, ଦୀପ୍ତିରଂଜନ ମହାନ୍ତି ,  ହରିହର ପୃଷ୍ଟି, ବ୍ଲକ୍ ଉପାଧ୍ୟକ୍ଷ ସମିର ମହାପାତ୍ର, ମନୋଜ ଜେନା,  ଶ୍ୟାମ ସୁନ୍ଦର ରଥ,  ସରପଂଚ ପ୍ରକାଶ ସାହୁ, ତପନ ମଲିକ,ଧିରେନ ମହାନପାତ୍ର, ସନାତନ ସେଠୀ,ପ୍ରଭାତ ମାହାଳୀ ପ୍ରମୁଖ ଉଭୟ ସମ୍ପାଦକଙ୍କୁ ଶୁଭେଛା ଜଣାଇବା ସହିତ  ବିଜେଡ଼ି ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି । ସମ୍ପାଦକ ଶ୍ରୀ ସାହୁ ଓ ଶ୍ରୀ ସେଠୀ ତୃଣମୂଳ ସ୍ତରରେ ଯୁବକ ମାନଙ୍କୁ ନଦୀନ ଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ସଂଗଠନକୁ ସୁସଂଗଠିତ କରିବେ ବୋଲି ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.