Friday , December 2 2022
Home / ବିଶେଷ / ଚୋରା ମାଙ୍କଡ଼ା ଖଣିରେ ଚଢାଉ: ୧ ପାୱାର ଟିଲର ଜବତ

ଚୋରା ମାଙ୍କଡ଼ା ଖଣିରେ ଚଢାଉ: ୧ ପାୱାର ଟିଲର ଜବତ

ନିରାକାରପୁର, ୧୧/୧୨/୨୦୨୦(ଓଡ଼ିଶା ସମାଚାର)-ଶୁକ୍ରବାର ଦିନ ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳ ଭୁଷଣ୍ଡପୁର ଗୋପିନାଥପୁର ଗ୍ରାମ ଥିବା ଚୋରା ମାଙ୍କାଡ଼ା ଖଣିରେ ବନ ବିଭାଗ ଅଧିକାରୀ ଚଢଉ କରି ୧ ପାୱାର ଟିଲର ଜବତ କରିଥିଲେ । ଘଟଣାସ୍ଥଳରୁ ବନ ବିଭାଗ କର୍ମଚାରୀଙ୍କୁ ଚକମା ଦେଖାଇ ମାଫିଆମାନେ ଫେରାର ହୋଇଯାଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.