Sunday , October 17 2021
Breaking News
Home / ସ୍ୱାସ୍ଥ୍ୟ / ଆଉ ୪୫୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଆଉ ୪୫୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର, ୧୦/୧୨/୨୦୨୦ (ଓଡ଼ିଶା ସମାଚାର)-ଆଜି ଆଉ ୪୫୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟର ମାଧ୍ୟମରେ ସୂଚନା ଦେଇଛି। ଆଜି ଅନୁଗୁଳରୁ ୪୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀରରୁ ୪୪ଜଣ, ଖୋର୍ଧାରୁ ୪୧ଜଣ, ସୁନ୍ଦରଗଡ଼ରୁ ୩୭ଜଣ, ମୟୁରଭଞ୍ଜରୁ ୩୫ଜଣ, କଟକରୁ ୨୪ଜଣ, ନୂଆପଡ଼ାରୁ ୨୪ଜଣ, ଜଗତସିଂହପୁରରୁ ୨୨ଜଣ, ଯାଜପୁରରୁ ୧୯ଜଣ, ପୁରୀରୁ ୧୯ଜଣ, ବାଲେଶ୍ବରରୁ ୧୪ଜଣ, କେନ୍ଦୁଝରରୁ ୧୪ଜଣ, ସମ୍ବଲପୁରରୁ ୧୪ଜଣ, କେନ୍ଦ୍ରାପଡ଼ାରୁ ୧୨ଜଣ, କୋରାପୁଟରୁ ୧୧ଜଣ, କଳାହାଣ୍ଡି ୮ଜଣ, ମାଲକାନଗିରିରୁ ୮ଜଣ, ଭଦ୍ରକରୁ ୭ଜଣ, ଦେବଗଡ଼ରୁ ୭ଜଣ, ନବରଙ୍ଗପୁରରୁ ୭ଜଣ, ନୟାଗଡ଼ରୁ ୭ଜଣ, ଗଞ୍ଜାମରୁ ୬ଜଣ, ଝାରସୁଗୁଡ଼ାରୁ ୬ଜଣ, ଢ଼େଙ୍କାନାଳରୁ ୫ଜଣ, ବରଗଡ଼ରୁ ୩ଜଣ, ବୌଦ୍ଧରୁ ୨ଜଣ, ରାୟଗଡ଼ାରୁ ୨ଜଣ, ସୁବର୍ଣ୍ଣପୁରରୁ ୨ଜଣ, କନ୍ଧମାଳରୁ ଜଣେ ଓ ଷ୍ଟେଟପୁଲରୁ ୯ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହ÷ାକୁ ମିଶାଇ ରାଜ୍ୟରେ ୩୧୭୮୭୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।ଓଡ଼ିଶା ସମାଚାର

About admin

Check Also

କୋରୋ ପଂଚାୟତରେ କରୋନା ଟୀକାକରଣ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଂଚାୟତରେ କରୋନା …

Leave a Reply

Your email address will not be published. Required fields are marked *