Tuesday , October 19 2021
Breaking News
Home / ବିଶେଷ /  ଟ୍ରାଫିକ୍ ପଏନ୍ଟ ଲୋକାର୍ପିତ

 ଟ୍ରାଫିକ୍ ପଏନ୍ଟ ଲୋକାର୍ପିତ

ପାରାଦୀପ ୦୮/୧୨/୨୦୨୦(ଓଡ଼ିଶା ସମାଚାର)-ପାରାଦୀପ ବନ୍ଦର ପଣ୍ୟ କାରବାର କରିବା ସହିତ ସହରାଂଚଳ ର ସୌନ୍ଦର୍ଯ୍ୟ କରଣ ପାଇଁ ବଦ୍ଧ ପରିକର । ଏହି କ୍ରମରେ ପାରାଦୀପ ବନ୍ଦର ଗେଟ୍ ନମ୍ବର-୩ ନିକଟସ୍ଥ ଗୋଲେଇ ଛକ ର ପୁନଃଗଠନ ପରେ ସୋମବାର ଅପରାହ୍ନରେ ଲୋକାର୍ପିତ ହୋଇଛି । ପାରାଦୀପ ବନ୍ଦର ର ଅଧ୍ୟକ୍ଷ ରିେଙ୍କଶ ରଏ ଏହି ଟ୍ରାଫିକ୍ ପଏନ୍ଟ ର ଲୋକାର୍ପିତ କରିଛନ୍ତି । ଏହି ଟ୍ରାଫିକ୍ ପଏନ୍ଟ ର ନିର୍ମାଣ କାର୍ଯ୍ୟ କରିଥିଲେ ପାରାଦୀପର ପୁରାତନ ଷ୍ଟିଭେଡରିଙ୍ଗ୍ ସଂସ୍ଥା ଓଡିଶା ଷ୍ଟିଭେଡର୍ସ ଗ୍ରୁପ । ଏହି ଆକର୍ଷଣୀୟ କିର୍ତୀ ବହିରାଗତ ଦର୍ଶକ ମାନଙ୍କୁ ଆକର୍ଷିତ କରିବ । ଗୋଲାକାର ଏହି କୃତି ମଧ୍ୟରେ ୱାଟର ଫାଉଂଟେନ୍ ଏହାର ଶୋଭାବର୍ଦ୍ଧନ କରୁଛି । ଏହାର ଚର୍ତୁପାଶ୍ୱର୍ରେ ସବୁଜ ବଳୟ ସମସ୍ତଙ୍କୁ ଆକର୍ଷିତ କରିବ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ …

Leave a Reply

Your email address will not be published. Required fields are marked *