Thursday , October 21 2021
Breaking News
Home / ବିଶେଷ / ସୁର ବାବା ଙ୍କ ଦେହାନ୍ତ

ସୁର ବାବା ଙ୍କ ଦେହାନ୍ତ

ଭୁବନେଶ୍ୱର, ୦୭/୧୨/୨୦୨୦ (ଓଡ଼ିଶା ସମାଚାର/ ଦୀପ୍ତିରଂଜନ କାନୁନଗୋ)- ତ୍ରାହି ଅଚ୍ୟୁତ ଆଶ୍ରମ ସୁର ବାବାଙ୍କ ପରଲୋକ୍ ଘଟଛି । ବହୁ ଚର୍ଚିତ ଆତ୍ମ ଘୋଷିତ ଭଗବାନ କେନ୍ଦ୍ରାପଡ଼ାର ସାରଥି ବାବା ପରେ ଅନେକ କେଳେଙ୍କାରୀ ଅଭିଯୋଗ ରେ ସୁରେନ୍ଦ୍ର ମିଶ୍ର ଆଲିଆସ୍ ସୁର ବାବା ୧୦୧୫ ରେ ଗିରଫ ହୋଇଥିଲେ ଓ ୨୦୧୭ ଡ଼ିସେମ୍ବର ରେ ଜେଲ ରୁ ଖଲାସ ହୋଇଥିଲେ ।ଗତ ପ୍ରାୟ ୨୦ ଦିନ ହେବ ସେ ଅସୁସ୍ଥ ହୋଇ ରାଜଧାନୀର ଏକ ଘରୋଇ ହସପିଟାଲ ରେ ଚିକିତ୍ସିତ ହେଉଥିଲେ । ରବିବାର ରାତିରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ପାଥିବ ଶରୀରକୁ ଖୋର୍ଦ୍ଧାଜିଲା ଅଧିନସ୍ଥ ଝିଂଟିଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମକୁ ନିଆଯିବ । ଆଶ୍ରମ ପରିସରରେ ତାଙ୍କ ପାର୍ଥବ ଶରୀରକୁ ସମାଧି ଦିଆଯିବ । ତାଙ୍କର ପରଲୋକ ଖବର ପାଇ ଆଶ୍ରମକୁ ବହୁ ଶ୍ରଦ୍ଧାଳୁ ଆସି ଶେଷ ସମ୍ମାନ ଜଚ୍ଚାଇବା ପାଇଁ ପହଂଚୁଛନ୍ତି । ଓଡ଼ିଶା ସମାଚାର

About admin

Check Also

କୋଭିଡ୍ କଟକଣା ପାଇଁ ଫିକା ପଡିଲା ପାରାଵିଲ୍ ଗଜଲକ୍ଷ୍ମୀ ପୂଜା, ପୁରୁଣା ମାଢିରେ ନୂଆ ମୂର୍ତ୍ତି

କଟକ ସଦର, ୨୦/୧୦/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ଯୋଗୁଁ ଫିକା …

Leave a Reply

Your email address will not be published. Required fields are marked *