Thursday , September 28 2023
Home / ବିଶେଷ / ସାଲେପୁର ରେ ରାଧାନାଥ ରଥଙ୍କ ଜୟନ୍ତୀ     

ସାଲେପୁର ରେ ରାଧାନାଥ ରଥଙ୍କ ଜୟନ୍ତୀ     

  ସାଲେପୁର୬/୧୨/୨୦୨୦(ଓଡିଶା ସମାଚାର/ଅଭୟଜେନା)- ସାଲେପୁର ସ୍ଥିତ ପ୍ରତିମା ପ୍ରିଣ୍ଟିପ୍ରେସ ପରିସରରେ ବିଶିଷ୍ଟ ସାମ୍ବାଦିକ ତଥା ଲୋକ ସେବକ ମଣ୍ଡଳ ର ପୂର୍ବତନ ସଭାପତି, ସ୍ୱାଧିନତା ସେନାନୀ ଡ ରାଧାନାଥ ରଥ ଙ୍କ ର ଶହେ ଚବିଶ ତମ ଜୟନ୍ତୀ ସାମ୍ବାଦିକ ଅକ୍ଷୟ କୁମାର ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ୟ୍ୟ କ୍ରମରେ ଡ଼ ପୂଣ୍ନଚନ୍ଦ୍ର ଓଝା, ଡ଼ ନିଖିଳେଶ ମହାନ୍ତି ,ଅଧ୍ୟାପକ ଖିତିଶ ଭୂୟାଁ, ଅଧ୍ୟାପକ ଶୁନୀଲ ଦାଶ, ପ୍ରମୋଦ କୁମାର ଦାସ, ରାମଚନ୍ଦ୍ର ପାଣି, ବିଷ୍ଣୁ ଚରଣ ମିଶ୍ର, ସାମ୍ବାଦିକ ଅରବିନ୍ଦ ଭୂୟାଁ, ଶିଶିର ଦାଶ, ଅକ୍ଷୟ କୁମାର ଦାଶ ,ଅଭୟ ଜେନା, ଘନଶ୍ୟାମ ସାମଲ, ପ୍ରମୋଦ କୁମାର ସାହୁ, ରାମ ଚନ୍ଦ୍ର ଦାସ, ଙ୍କ ସମେତ ବହୁ ବିଶିଷ୍ଟ ଲୋକ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *