Monday , January 17 2022
Breaking News
Home / ବିଶେଷ / ସ୍ୱାସ୍ଥ୍ୟ ବିଭାଗର ୱେବ ସାଇଟ ରେ ପୁରୁଣା ସୂଚନା

ସ୍ୱାସ୍ଥ୍ୟ ବିଭାଗର ୱେବ ସାଇଟ ରେ ପୁରୁଣା ସୂଚନା

ଭୁବନେଶ୍ୱର, ୨୫/୫/୨୦୨୦( ଓଡ଼ିଶା ସମାଚାର)- ସ୍ୱାସ୍ଥ୍ୟ ବିଭାଗର ୱେବ ସାଇଟ ରେ କରୋନା ସମ୍ପର୍କରେ ପୁରୁଣା ସୂଚନା ରହିଛି । ୨୫ ମେଁ ସକାଳ ୧୦ ଟା ବେଳେ ଅପଡ଼େଟ ହୋଇଥିବା ସେଥିରେ ସୂଚନା ଥିବାବେଳେ ନୂତନ ପଜିଟିଭ ସମ୍ପର୍କରେ ୨୩ ମେଁ ର ସୂଚନା ରହିଛି । ଏହାକୁ ଦେଖିଲେ ସହଜରେ ଏହା ପୁରୁଣା ସୂଚନା ବୋଲି ଜାଣିହୋଇଯିବ । ଓଡ଼ିଶା ସମାଚାର

About admin

Check Also

ବିଶ୍ୱ ଶାନ୍ତି ସର୍ବଧର୍ମ ପ୍ରାର୍ଥନା ଦିବସର ସମୀକ୍ଷା ବୈଠକ

କେନ୍ଦ୍ରାପଡା, ୧୬/୧/୨୦୨୨ (ଓଡ଼ିଶା ସମାଚାର)-ଗରାପୁରସ୍ଥିତ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୁପାନନ୍ଦ ସରସ୍ୱତୀଙ୍କ …

Leave a Reply

Your email address will not be published. Required fields are marked *