Friday , September 22 2023
Breaking News
Home / ବିଶେଷ / ସ୍ୱାସ୍ଥ୍ୟ ବିଭାଗର ୱେବ ସାଇଟ ରେ ପୁରୁଣା ସୂଚନା

ସ୍ୱାସ୍ଥ୍ୟ ବିଭାଗର ୱେବ ସାଇଟ ରେ ପୁରୁଣା ସୂଚନା

ଭୁବନେଶ୍ୱର, ୨୫/୫/୨୦୨୦( ଓଡ଼ିଶା ସମାଚାର)- ସ୍ୱାସ୍ଥ୍ୟ ବିଭାଗର ୱେବ ସାଇଟ ରେ କରୋନା ସମ୍ପର୍କରେ ପୁରୁଣା ସୂଚନା ରହିଛି । ୨୫ ମେଁ ସକାଳ ୧୦ ଟା ବେଳେ ଅପଡ଼େଟ ହୋଇଥିବା ସେଥିରେ ସୂଚନା ଥିବାବେଳେ ନୂତନ ପଜିଟିଭ ସମ୍ପର୍କରେ ୨୩ ମେଁ ର ସୂଚନା ରହିଛି । ଏହାକୁ ଦେଖିଲେ ସହଜରେ ଏହା ପୁରୁଣା ସୂଚନା ବୋଲି ଜାଣିହୋଇଯିବ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *