Saturday , October 16 2021
Breaking News
Home / ବିଶେଷ / କରୋନା ସମ୍ପର୍କିତ ତାଜା ଖବର : ଆଉ ୧୦୨ ଜଣ ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୯୭୮ କୁ ବୃଦ୍ଧି

କରୋନା ସମ୍ପର୍କିତ ତାଜା ଖବର : ଆଉ ୧୦୨ ଜଣ ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୯୭୮ କୁ ବୃଦ୍ଧି

ଭୁବନେଶ୍ୱର ,୧୯/୦୫/୨୦୨୦ (ଓଡ଼ିଶା ସମାଚାର)- ଆଉ ୧୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲାରୁ ୩୧ ଜଣ ଚିହ୍ନଟ ହୋଇଥିବାବେଳେ ଜତ୍ସିଂହପୁର ଜିଲାରେ ୨୩ ଜଣ, ଭଦ୍ରକ ଜିଲାରେ ୨୧ ଜଣଳକେନ୍ଦ୍ରାପଡ଼ା ଜିଲାରେ ୮ ଜଣ, ଖୋର୍ଦ୍ଧାଜିଲାରେ ୪ ଜଣ, ପୁରୀ ଜିଲାରେ ୪ ଜଣ,କଟକ ଜିଲାରେ ୪ ଜଣ, ଅନୁଗୁଳ ଜିଲାରେ ୨ ଜଣ, ବାଲେଶ୍ୱର ଜିଲାରେ ୨ ଜଣ, ସମ୍ବଲପୁର ଜିଲାରେ ୨ ଜଣ ଓ ନୟାଗଡ଼ ଜିଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୯୭୮ କୁ ବୃଦ୍ଧି ପାଇଛି । ଓଡ଼ିଶା ସମାଚାର

About admin

Check Also

ସଖୀବଟରେ ପତ୍ରିକା ‘ଅନ୍ତରୀକ୍ଷ’ର ଲୋକାର୍ପଣ ଉତ୍ସବ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ସ୍ଥାନୀୟ ସଖୀବଟ ସଭା ଗୃହରେ କଳା, ସାହିତ୍ୟ, ସଂସ୍କୃତି, ସେବା …

Leave a Reply

Your email address will not be published. Required fields are marked *