Monday , January 17 2022
Breaking News
Home / ବିଶେଷ / ୪ଦିନ ପାଇଁ ପଶ୍ଚିମ ଓଡ଼ିଶା ଦେଇ ଯିବ ଟ୍ରେନ

୪ଦିନ ପାଇଁ ପଶ୍ଚିମ ଓଡ଼ିଶା ଦେଇ ଯିବ ଟ୍ରେନ

ଭୁବନେଶ୍ୱର୧୮/୦୫/୨୦୨୦ (ଓଡ଼ିଶା ସମାଚାର)- ବାତ୍ୟା ଆଶଙ୍କାରେ ଭୁବନେଶ୍ୱର ଓ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନର ଗତିପଥ ବଦଳିଛି । ଭୁବନେଶ୍ୱରରୁ ଆସନ୍ତା ୧୯ ତାରିଖରୁ ୨୨ ଓ ନୂଆଦିଲ୍ଲୀରୁ ୧୮ରୁ ୨୧ ତାରିଖ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ପରିବର୍ତିତ ମାର୍ଗରେ ଗତି କରିବ । ଏହି ଚାରିଦିନ ପାଇଁ ଟ୍ରେନ ଭୁବନେଶ୍ୱର-ଅନୁଗୁଳ-ସମ୍ବଲପୁର- ଝାରସୁଗୁଡ଼ା-ରାଉରକେଲା-ଟାଟା ଦେଇ ଗତି କରିବ । ସ୍ୱତନ୍ତ୍ର ଟ୍ରେନ ପୂର୍ବରୁ ବାଲେଶ୍ୱର, ଭଦ୍ରକ ଓ ହିଜିଲି ରୁଟ୍ ଦେଇ ଯାଉଥିବା ବେଳେ ଆସନ୍ତା ୪ଦିନରେ ଉକ୍ତ ରୁଟ୍ ଦେଇ ଯିବନାହିଁ । ଓଡ଼ିଶା ସମାଚାର

About admin

Check Also

ବିଶ୍ୱ ଶାନ୍ତି ସର୍ବଧର୍ମ ପ୍ରାର୍ଥନା ଦିବସର ସମୀକ୍ଷା ବୈଠକ

କେନ୍ଦ୍ରାପଡା, ୧୬/୧/୨୦୨୨ (ଓଡ଼ିଶା ସମାଚାର)-ଗରାପୁରସ୍ଥିତ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୁପାନନ୍ଦ ସରସ୍ୱତୀଙ୍କ …

Leave a Reply

Your email address will not be published. Required fields are marked *