Wednesday , December 1 2021
Breaking News
Home / ବିଶେଷ / ଆମ୍ଫାନ ପାଇଁ ଅଟଳିଲା ଆଇଏଏସ୍ ଅଫିସରଙ୍କ ବଦଳି

ଆମ୍ଫାନ ପାଇଁ ଅଟଳିଲା ଆଇଏଏସ୍ ଅଫିସରଙ୍କ ବଦଳି

ଭୁବନେଶ୍ୱର୧୮/୦୫/୨୦୨୦ (ଓଡ଼ିଶା ସମାଚାର)-  ବେଙ୍ଗାପସାଗରରେ ଦାନା ବାନ୍ଧିଥିବା ବାତ୍ୟା ଆମ୍ଫାନ ଯୋଗୁଁ ରାଜ୍ୟର ୨ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ବଦଳି ସ୍ଥଗିତ କରାଯାଇଛି । ଅଫିସର ନିକୁଞ୍ଜ ବିହାରୀ ଧଳ ଏବଂ ବିଷ୍ଣୁଦ ସେଠୀଙ୍କ ବଦଳି ସ୍ଥଗିତ କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ବଦଳିକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର । ତେବେ ଶ୍ରୀ ଧଳଙ୍କର ସ୍ୱାସ୍ଥ୍ୟ ବିଭାଗରୁ ଶକ୍ତି ବିଭାଗକୁ ସଚିବ ଭାବେ ବଦଳି କରାଯାଇଥିବା ବେଳେ ଶ୍ରୀ ସେଠୀଙ୍କର ବଦଳି ରାଜସ୍ୱ ଓ ବିର୍ଯ୍ୟୟ ପରିଚାଳନା ବିଭାଗର ସଚିବ ଭାବେ ବଦଳି ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *