Monday , January 24 2022
Breaking News
Home / ବିଶେଷ / ରବି କାନ୍ତ ଓଡ଼ିଶା ଭବନର ଆବାସିକ କମିଶନର

ରବି କାନ୍ତ ଓଡ଼ିଶା ଭବନର ଆବାସିକ କମିଶନର

ଭୁବନେଶ୍ୱର,୧୦/୧୧/୨୦୧୯(ଓଡ଼ିଶା ସମାଚାର)-୧୯୯୮ ବ୍ୟାଚ୍ର ଆଇପିଏସ୍ ଅଫିସର ରବି କାନ୍ତଙ୍କୁ ଓଡ଼ିଶା ଭବନର ଆବାସିକ କମିଶନର ଭାବେ ନିଯୁକ୍ତି ମିଳିଛି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ସେ ମୁଖ୍ୟ ଆବାସିକ କମିଶନର କାର୍ଯ୍ୟାଳୟର ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି । ନୂଆ ନିଯୁକ୍ତି ଅନୁସାରେ ସେ ଓଡ଼ିଶା ଭବନରେ ଆବାସିକ କମିଶନର ଭାବେ କାର୍ଯ୍ୟ କରିବେ । ଓଡ଼ିଶା ସମାଚାର

About admin

Check Also

ସ୍ଵାଧୀନ ପ୍ରାର୍ଥି  ନାରାୟଣ ଭୋଇଙ୍କ ନାମାଙ୍କନ

କଟକ,୨୩/୧/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥି  ମାନଙ୍କର ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ …

Leave a Reply

Your email address will not be published. Required fields are marked *