Monday , October 3 2022
Breaking News
Home / ବିଶେଷ / ଚନ୍ଦ୍ରକାଟିଆ ବୋଡ଼ା ସାପ ଉଦ୍ଧାର

ଚନ୍ଦ୍ରକାଟିଆ ବୋଡ଼ା ସାପ ଉଦ୍ଧାର

ମାର୍ଶାଘାଇ,୦୫/୧୧/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ ଆଖୁଆ ଗ୍ରାମର ନବଘନ ନାୟକଙ୍କ ବାଡ଼ିରୁ ଆଜି ଏକ ୪ ଫୁଟ ଲମ୍ବର ଚନ୍ଦ୍ରକାଟିଆ ବୋଡ଼ା ସାପ ଉଦ୍ଧାର କରାଯାଇଛି । ସାପଟି ଶ୍ରୀ ନାୟକଙ୍କ ବାଡ଼ିରେ ଥିବା ଫୁଲ ବଗିଚାର ଜାଲରେ ଫସିଯାଇଥିଲା । ଏହା ଦେଖି ଶ୍ରୀ ନାୟକ ସ୍ନେକ ମ୍ୟାନ୍ ଉଦୟନାଥ ଚୌଧୁରୀ ଙ୍କୁ ଖବର ଦେଇଥିଲେ । ଖବର ପାଇ ଶ୍ରୀ ଚୌଧୁରୀ ପହଂଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ ସିଙ୍ଗିଟିଆ ଜଙ୍ଗଲରେ ଛାଡ଼ିଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.