Friday , October 22 2021
Home / ବିଶେଷ / ଶିରିଡ଼ି ସାଇ ମନ୍ଦିରରେ ବିଧାୟକଙ୍କୁ ସମ୍ବର୍ଦ୍ଧନା 

ଶିରିଡ଼ି ସାଇ ମନ୍ଦିରରେ ବିଧାୟକଙ୍କୁ ସମ୍ବର୍ଦ୍ଧନା 

ରଘୁନାଥପୁର,୦୨/୧୧/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ଶିରିଡ଼ି ସାଇ ମନ୍ଦିରରେ  ୍ତର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କୁ  ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।  ସୂଚନାଯୋଗ୍ୟ କି ଗତ ବିଧାନସଭା ନିର୍ବାଚନ ସମୟରେ ଶ୍ରୀଯୁକ୍ତ ଦାସଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ବିଧାୟକ ମନ୍ଦିରରେ ୨ ଗୋଟି ମାନସିକ କଳସ ବସାଇଥିଲେ ।  ସେହି କଳସକୁ ଉଦଯାପନ କରିବାକୁ  ନିଜ ସମର୍ଥକଙ୍କ ଗହଣରେ ଆସି ପହଂଚି ମନ୍ଦିରରେ ପୂଜା ପାଠ କରାଯିବା ସହ  ମାନସିକ କଳସ ଉଦଯାପନ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ତଅଁରା ପଂଚାୟତବାସୀଙ୍କ ସମେତ ଶିରିଡ଼ି ସାଇ ସେବା ପ୍ରତିଷ୍ଠାନ ପକ୍ଷରୁ ଇଂ ବାବାଜୀ ଚରଣ ଜେନା,  ଦିଲିପ ଚନ୍ଦ୍ର ରଥ, ପାର୍ଥସଖା ପାଲଟାସିଂ, ବିଜୟ ପାଲଟାସିଂ, ଗଙ୍ଗାଧର ଜେନା, ତପନ ମହାନ୍ତି , ସରପଂଚ କବିତା ନାୟକ, ସମିତି ସଭ୍ୟା ଜୟନ୍ତୀ ଦାଶ,ଅମ୍ବିକା ପାଲ, ପ୍ରତିମା ମୁଦୁଲୀ, ଗୀତାଂଜଳି ରାଉତ,କୁନି ପାଲ , ବନୀତା ରାଉତ, ସୁଜାତା ରାଉତ, ଲକ୍ଷ୍ମୀପ୍ରିୟା ସେଠୀ ପ୍ରମୁଖ ସମ୍ବର୍ଦ୍ଧିତ କରିଥିବାବେଳେ ମନ୍ତିରର ଉନ୍ନତି ପାଇଁ ବିଧାୟକଙ୍କ ସହ ଆଲୋଚନା କରାଯାଇଥିଲା । ବିଧାୟକ ଣ୍ରୀ ଦାସ ମନ୍ଦିର ପାଇଁ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *