କେନ୍ଦ୍ରାପଡା ୦୧/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ଏକ ବନ୍ଧୁ ମିଳନ ଉତ୍ସବ ଆସନ୍ତା ୫ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ସଂଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପଙ୍କ ପ୍ରାୟୋଜିତରେ ଅନୁଷ୍ଠିତ ହେବ । ସଙ୍ଘର ସମସ୍ତ ସଦସ୍ୟ ଏହି ବନ୍ଧୁ ମିଳନ ଉତ୍ସବରେ ଯୋଗଦେବାକୁ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ମେକାପ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର